Advertisement
Photo Details/zeeodisha/odisha1762871
photoDetails0hindi

Pineapple juice Benefits: ଶରୀର ପାଇଁ ଲାଭଦାୟୀ ସପୁରୀ ରସ, ପିଇଲେ ମିଳିଥାଏ ଏହିସବୁ ଫାଇଦା!

Pineapple Juice Benefits: ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ବହୁ ଲୋକେ ନିଜ ସ୍ବାସ୍ଥ୍ୟା ପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ । ବିଶେଷ କରି ଖରା ଦିନେ ଗରମ ଯୋଗୁଁ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବା ଆଗଶ୍ୟକ ହୋଇଥାଏ । ତେବେ କ’ଣ ଆପଣ ଜାଣିଛନ୍ତି କି ସପୁରୀ ଜୁସ୍ ଆମ ଶରୀର ପାଇଁ କେତେ ଲାଭଦାୟୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସପୁରୀ ଜୁସ୍ ପିଇବା ଦ୍ବାରା ଶରୀରକୁ କି ପ୍ରକାର ଲାଭ ମିଳିଥାଏ ।

1/5

ସପୁରୀ ରସ ରୋଗ ପ୍ରତିରୋଧକ ଶକ୍ତି ଓ ହଜମ ପାଇଁ ବେଶ ଲାଭଦାୟୀ ହୋଇଥାଏ । ବ୍ରୋମେଲାଇନ୍ ଏହାର ଏକମାତ୍ର ଉତ୍ସ ଅଟେ ।

2/5

ସପୁରୀ ରସ ବା ଜୁସରେ ଭରପୂର ପରିମାଣର ଭିଟାମିନ୍, ମାଙ୍ଗନିଜ୍, କପର, ଭିଟାମିନ୍ (କେ), ଭିଟାମିନ୍ (ବି-୬), କ୍ୟାଲସିୟମ ଓ ଫସଫରସ ରହିଥାଏ ।

3/5

ଏହି ରସକୁ ପିଇବା ଦ୍ବାରା ଚର୍ମ ସତେଜ ରହିବା ସହ କୁଞ୍ଚନ ଦେଖାଯାଏ ନାହିଁ । ଏହା ବ୍ରଣ ସମସ୍ୟା ଦ୍ବର କରିବା ସହ ତ୍ବଚାକୁ ଉଜ୍ଜଳ କରିବାରେ ସାହଯ୍ୟ କରେ ।

4/5

ସପୁରୀ ରସ ପିଇବା ଦ୍ବାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏହା ଖାଦ୍ୟ ହଜମ କରିବାରେ ମଧ୍ଯ ସାହଯ୍ୟ କରେ । ପ୍ରତିଦିନ ଏହାକୁ ପିଇବା ଦ୍ବାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଥାଏ ।

5/5

ସବୁଦିନ ସପୁରୀ ଜୁସ୍ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।