Advertisement
Photo Details/zeeodisha/odisha1818843
photoDetails0hindi

Happy Birthday: ଜନ୍ମଦିନକୁ ଏମିତି ପାଳିଲେ କଂଗ୍ରେସ ନେତା ସୁର ରାଉତରାୟ

ବିରୋଧୀ ଦଳରେ ଥିଲେ ମଧ୍ୟ କଂଗ୍ରେସ ବିଧାୟକ ସୁର ରାଉତରାୟ ବ୍ୟକ୍ତିଗତ ଭାବରେ ସଭିଙ୍କର ପ୍ରିୟ । ଆଜି ଜନ୍ମଦିନକୁ ଖୁବ ନିଆରା ଢଙ୍ଗରେ ପାଳନ କରିଛନ୍ତି ସୁର ।

1/6

ସୁରଙ୍କ କନିଷ୍ଠ ପୁତ୍ର ଯଥା ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ନିଜ ବାପାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଥିଲେ । ସେ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଥିବା ଚିକିତ୍ସିତ ବ୍ୟକ୍ତିଙ୍କୁ  ଫଳ ବଣ୍ଟନ ସହିତ ସେମାନଙ୍କର ଆଶୁଆରୋଗ୍ୟ କାମନା କରିଥିଲେ ।

2/6

ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଆଜି ବିଧାୟକ ସୁରଙ୍କ ବାସ ଭବନ ସମେତ ଜୟଦେବ ଭବନ ନିକଟରେ ମଧ୍ୟ ଶୁଭେଚ୍ଛୁ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା

3/6

ବିଧାୟକ ସୁର ରାଉତରାୟକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ନିଜର ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି ।

4/6

କଂଗ୍ରେସନେତା ସୁରଙ୍କୁ ମିଠା ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଶୁଭେଚ୍ଛୁମାନେ

5/6

ସୁରଙ୍କ ପ୍ରଶଂସକ ଓ ସାଥି ରାଜନେତାମାନେ ସୁରଙ୍କ ପାଇଁ ସ୍ୱତନ୍ତ୍ର କେକର ବ୍ୟବସ୍ଥା କରିଥିଲେ

6/6

୮୦ ବର୍ଷ ବୟସରେ ପାଦ ଥାପିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । ଆଜି ନିଜ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି ।