Advertisement
Photo Details/zeeodisha/odisha1779558
photoDetails0hindi

Chandrayaan-3 Launch: ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନର ଉତକ୍ଷେପଣ

1/7

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦିନ ୨ଟା୩୫ ମିନିଟ ସମୟରେ ଚନ୍ଦ୍ରଯାନ- ୩କୁ ଉତକ୍ଷପଣ କରାଯାଇଥିଲା ।

2/7

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ପୂର୍ବତନ ଆଇଏସଆରଓ ମୁଖ୍ୟ କେ ସିଭାନ୍ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତରେ ଉପସ୍ଥିତ ଥିଲେ । 

3/7

ISRO ଚନ୍ଦ୍ରଯାନ- ୩ ମିଶନର ସଫଳତା ପରେ ଆମେରିକା, ଚୀନ୍ ଏବଂ ପୂର୍ବ ସୋଭିଏତ୍ ୟୁନିଅନ୍ ପରେ ଚନ୍ଦ୍ରରେ ହାଲୁକା ଅବତରଣ କରିବାରେ ଭାରତ ଚତୁର୍ଥ ଦେଶ ଭାବରେ ଗଣନା ହେବ । 

4/7

ISRO କହିଛି ଯେ 'ଚନ୍ଦ୍ରଯାନ -୩ର ଶୁଭାରମ୍ଭ ପାଇଁ ୨୫.୩୦ ଘଣ୍ଟା ଗଣନା ଆରମ୍ଭ ହୋଇଛି।

5/7

ଚନ୍ଦ୍ରଯାନ -୩ ଉତକ୍ଷେପଣ ସମୟରେ ଭିଡିଓ ସେୟାର କରିବା ସହ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଜୟ ହୋ ।

6/7

ଚନ୍ଦ୍ରଯାନ ୩ ଉତକ୍ଷେପଣ ପରେ ISRO ଟିମ୍ ଏହି ମିଶନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

7/7

ସମଗ୍ର ଦେଶବାସୀ ଆଇଏସଆରଓର ଏହି ସଫଳତା ଉପରେ ଖୁସିବ୍ୟକ୍ତ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳୁଛି