Advertisement
photoDetails0hindi

Cauliflower Side Effects: ଫୁଲକୋବି ଖାଉଥିଲେ ସାବଧାନ୍! ଅଜାଣତରେ ହୋଇଥାଏ ଏହି ଘାତକ ରୋଗ

Cauliflower Side Effects: ଫୁଲକୋବି (Cauliflower) ଏକ ଏମିତି ପରିବା, ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ପିଲାଠୁ ବୁଢା ସଭିଏଁଙ୍କ ପସନ୍ଦ ଏହି ପରିବା । ଏ-ଥିରୁ ତିଆରି ହେଉଥିବା ତରକାରୀ, ଭଜା, ପକୋଡା ଏବଂ ଅନେକ ପ୍ରକାର ରେସିପିଜକୁ ଲୋକମାନେ ଆଙ୍ଗୁଳି ଚାଟି ଖାଆନ୍ତି ।

1/5

ଫୁଲକୋବି ଦେଖିବାକୁ ଯେତିକି ସୁନ୍ଦର ଲାଗିଥାଏ ଖାଇବାକୁ ସେତିକି ଟେଷ୍ଟୀ ଏବଂ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭକାରୀ ମଧ୍ୟ ହୋଇଥାଏ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ମହଜୁଦ ରହିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ । କିନ୍ତୁ ଏ-ସବୁ ବାଦ୍‌ ଏମିତି କଣ କାରଣ ରହିଛି ଯେ ଯାହାକୁ ଅଧିକ ସେବନ କଲେ ଏହା ସ୍ୱାସ୍ଥ୍ୟକୁ ଖରାପ କରିପାରେ ।

 

2/5

ଫୁଲକୋବିରେ (Cauliflower) ରେଫିନୋଜ୍‌ ନାମକ ତତ୍ତ୍ୱ ମିଳିଥାଏ । ଏହା ଏକପ୍ରକାରର କାର୍ବୋହାଇଡ୍ରେଟ ଭଳି ଆମ ଶରୀରକୁ ନ୍ୟାଚୁରାଲ ତରିକାରେ ବ୍ରେକ କରିବାକୁ ଦିଏନାହିଁ ଏବଂ ଛୋଟ ଅନ୍ତ ଜରିଆରେ ବଡ ଅନ୍ତନଳୀକୁ ପହଁଚିଯାଇଥାଏ । ଯେଉଁ କାରଣରୁ ପେଟରେ ଗ୍ୟାସ(Gas) ସମସ୍ୟା ସୃଷ୍ଟି ହୋଇଥାଏ ।

 

3/5

ଯେଉଁ ଲୋକ ଥାଇରଏଡ ସମସ୍ୟାକୁ (Thyroid disease) ସାମ୍ନା କରନ୍ତି ସେମାନଙ୍କ ପାଇଁ ଫୁଲକୋବି ସେବନ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ । କାହିଁକିନା ଏହା କାରଣରୁ ଟି-୩ ଏବଂ ଟି-୪ ହର୍ମୋନ୍‌ ସିକ୍ରିସନ୍‌ ବଢ଼ିବାକୁ ଲାଗିଥାଏ । ଯାହା ସେହି ରୋଗୀଙ୍କ ପାଇଁ ବିଲକୁଲ ମଧ୍ୟ ଭଲ ହୋଇନଥାଏ ।

4/5

ଫୁଲକୋବିକୁ ପୋଟାସିୟମର ରିଚ୍‌ ସୋର୍ସ ବୋଲି ଧରାଯାଏ । ଏଥିପାଇଁ ଯେଉଁ ଲୋକ ଏହାକୁ ଖାଆନ୍ତି ତାଙ୍କ ରକ୍ତ ଧିରେ ଧିରେ ଗାଢ଼ ହେବାକୁ ଲାଗିଥାଏ । 

5/5

ଯେଉଁ ଲୋକଙ୍କୁ ହାର୍ଟ ଆଟାକ(Heart attack) ହୋଇସାରିଛି ସେମାନଙ୍କ ମଧ୍ୟରୁ ଅନେକ ଲୋକ ରକ୍ତକୁ ପତଳା କରିବା ପାଇଁ ମେଡିସିନ୍‌ ଖାଇଥାନ୍ତି । ଏମିତିରେ ସେମାନଙ୍କ ପାଇଁ ଫୁଲକୋବିର ସେବନ ବହୁତ ବିପଦପୂର୍ଣ୍ଣ ସାଜିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)