ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କରୀନା କପୁରଙ୍କ ମଧ୍ଯରେ ବେଶ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି ।
ଏପରିକି ସାରା କରୀନାଙ୍କୁ ମାଆ ବୋଲି ଡ଼ାକନ୍ତି ନାହିଁ । ସେ ଏକ ସାକ୍ଷାତକାରରେ କହିଥିଲେ ଯେ, 'ତାଙ୍କର ଜଣେ ସେହ୍ନୀ ମାଆ ଅଛନ୍ତି । ଏପରିକି ସୈଫ ମଧ୍ଯ ଚାହାନ୍ତି ନାହିଁ କି ସାରା କରୀନାଙ୍କୁ ସାନ ମାଆ ବୋଲି ଡ଼ାକନ୍ତୁ' ।
ସାରା କେତେବେଳେ କରୀନାଙ୍କୁ ତାଙ୍କ ନାଁ ଧରି ଡ଼ାକନ୍ତି ତ ଆଉ କେତେବେଳେ ‘କେ’ ବୋଲି ଡ଼ାକନ୍ତି ।
ଖାଲି ସାରାଙ୍କ ସହ କାହିଁକି ସୈଫ ଓ ଅମ୍ରିତାଙ୍କ ପୁଅ ଇବ୍ରାହିମଙ୍କ ସହ ମଧ୍ଯ ବେବୋଙ୍କର ଭଲ ସମ୍ପର୍କ ରହିଛି ।
ସାରା ଅଲ୍ଲୀ ଓ ଇବ୍ରାହିମ୍ ପ୍ରାୟତଃ ସୈଫ ଓ କରୀନାଙ୍କ ଘରକୁ ଯାଆନ୍ତି। ଜନ୍ମଦିନ ହେଉ କି ପାର୍ଟି ଦୁହେଁ ସେଠାରେ ଉପସ୍ଥିତ ରହିଥାଆନ୍ତି ।
ट्रेन्डिंग फोटोज़