Advertisement
Photo Details/zeeodisha/odisha1944486
photoDetails0hindi

ଖୁବଶୀଘ୍ର ବିବାହ କରିବେ ଅମୀରଙ୍କ ଝିଅ ଇରା ଖାନ୍: ଆରମ୍ଭ ହେଲା ସେଲିବ୍ରେସନ୍, ଦେଖନ୍ତୁ ଫଟୋ

Aamir khan Daughter Marriage: ବଲିଉଡ଼ର ମିଷ୍ଚର ଫରଫେକ୍ସନିଷ୍ଟ ଅମୀର ଖାନଙ୍କ ଝିଅ ଇରା ଖାନ୍ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି । ନିଜର ବୟଫ୍ରେଣ୍ତ ନୁପୁର ଶିଖରଙ୍କୁ ବିବାହ କରିବେ ଇରା ଖାନ୍ । ତେବେ ଏନେଇ ବିବାହ ପୂର୍ବରୁ ଘରେ ଆରମ୍ଭ ହୋଇଯାଇଛି ପ୍ରି ୱେଡ଼ିଂ ସେଲିବ୍ରେସନ୍ ।

1/5

ଇରା ଓ ନୁପୁରଙ୍କ ବିବାହ ସେଲିବ୍ରେସନ୍ ଆରମ୍ଭ ହୋଇଛି । ଯାହାର ଫଟୋ ଏହି କପଲ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

2/5

ଦୀର୍ଘ ଦିନ ଧରି ପରସ୍ପରକୁ ଡ଼େଟ୍ କରିବା ପରେ ଇରା ଓ ନୁପୁର ୨୦୨୨ ନଭେମ୍ବର ୨୨ ତାରିଖରେ ନିର୍ବନ୍ଧ କରିଥିଲେ । ଆସନ୍ତା ଜାନୁୟାରୀ ୪ ତାରିଖରେ ଉଭୟ ବିବାହ କରିବାକୁ ଯାଉଛନ୍ତି । ତେବେ ଏହାପୂର୍ବରୁ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍ ।

3/5

ଇରାଙ୍କ ଭାବି ସ୍ବାମୀ ନୁପୁର ଶିଖର ଜଣେ ମହାରାଷ୍ଟ୍ରୀୟ ଅଟନ୍ତି । ତେଣୁ ମହାରାଷ୍ଟ୍ରୀୟ ସଂସ୍କୃତିରେ ବିବାହ ପୂର୍ବରୁ କେଲଭାନ୍ ପାଳନ କରାଯାଇଥାଏ । କେଲଭାନ୍ ସମୟର ଅନେକ ଫଟୋ ଇରା ନିଜ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।  

4/5

ଏହି କାର୍ଯ୍ୟକ୍ରମରେ ଇରାଙ୍କ କିଛି ବନ୍ଧୁଙ୍କ ସମତେ ଦୁଇ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଏହି ଖାସ୍ ଉତ୍ସବ ପାଇଁ ଇରା ଓ ନୁପୁର ଏକ ଟ୍ରାଡ଼ିସନାଲ ଆଉଟ ଫିଟ୍ ରେ ନଜର ଆସିଥିଲେ ।

5/5

ରିପୋର୍ଟ ଅନୁଯାୟୀ, ଉଭୟ ଜାନୁୟାରୀ ୩ ତାରିଖରେ କୋର୍ଟ ମ୍ୟାରେଜ କରିବେ । ଏହାପରେ ଡ଼େଷ୍ଟିନେସନ୍ ୱେଡ଼ିଂ ପାଇଁ ସେମାନେ ଉଦୟପୁର ଯିବେ । ଜାନୁଆରୀ ୧୩ରେ ଆମୀର ଖାନ୍ ଝିଅ ଇରାଙ୍କ ପାଇଁ ମୁମ୍ବାଇରେ ଏକ ଗ୍ରାଣ୍ତ ପାର୍ଟି ଦେବେ ।