Grah Gochar in January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଅନ୍ତି। ଏହି କ୍ରମରେ ୨୦୨୫ ଜାନୁଆରୀରେ ଚାରୋଟି ବଡ଼ ଗ୍ରହ ସୂର୍ଯ୍ୟ- ମଙ୍ଗଳ-ବୁଧ-ଶୁକ୍ର ରାଶିପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜାନୁଆରୀ ୪ ରେ ଗ୍ରହମାନଙ୍କର ରାଜକୁମାର ବୁଧ ଧନୁ ରାଶିରେ ପ୍ରବେଶ କରିବାକୁ ଥିବା ବେଳେ ୨୮ ରେ ଶୁକ୍ର ମୀନ ରାଶିକୁ ଚଳନ କରିବେ। ଏବଂ ଜାନୁଆରୀ ୧୪ ରେ ସୂର୍ଯ୍ୟ ମକର ଓ ଜାନୁଆରୀ ୨୧ ରେ ମଙ୍ଗଳ ମିଥୁନ ରାଶିକୁ ଗୋଚର କରିବେ। ଏହି ୪ ଗ୍ରହଙ୍କ ଶୁଭ ଚଳନ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ତେବେ, ଆସନ୍ତୁ ଜାଣିବା ୪ ଗ୍ରହଙ୍କ ଚଳନ କେଉଁସବୁ ରାଶିଙ୍କ ଭାଗ୍ୟ ଫିଟାଉଛି।...
ମେଷ: ବର୍ଷ ୨୦୨୫, ଜାନୁଆରୀରେ ୪ ଗ୍ରହଙ୍କ ଶୁଭ ଚଳନ ଏହି ରାଶିକୁ ଧନବାନ୍ କରାଇବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ଲେଟର ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ବୋନସ୍ ମିଳିବ। ଦରମାରେ ବୃଦ୍ଧି ହେବ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। କାରବାର୍ ଭଲ ହେବା ସହିତ ଦୈନିକ ଆୟ ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ।
ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବର୍ଷର ଶେଷ ଦିନ?
ALSO READ: Weather Update: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ପ୍ରଭାବ?
ट्रेन्डिंग फोटोज़