Mangal Gochar Budh Uday 2023: କାଲିଠୁ ଏହି ଚାରି ରାଶିର ଖୋଲିଯିବ ଭାଗ୍ୟ, ନୂଆ ଚାକିରି ସାଙ୍ଗକୁ ଧନଲାଭର ରହିଛି ଯୋଗ!
Advertisement

Mangal Gochar Budh Uday 2023: କାଲିଠୁ ଏହି ଚାରି ରାଶିର ଖୋଲିଯିବ ଭାଗ୍ୟ, ନୂଆ ଚାକିରି ସାଙ୍ଗକୁ ଧନଲାଭର ରହିଛି ଯୋଗ!

Mangal Gochar Budh Uday 2023 News In Odia: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସନ୍ତାକାଲି ୨ ଟି ଗ୍ରହ ସେମାନଙ୍କର ସ୍ଥିତି ପରିବର୍ତ୍ତନ କରିବେ। ମଙ୍ଗଳ ଗ୍ରହ ମିଥୁନ ଛାଡି କର୍କଟ ରାଶିରେ ପ୍ରବେଶ କରିବେ । ଏବଂ ଜୁଲାଇ ୧ ପର୍ଯ୍ୟନ୍ତ ସେହି ରାଶିରେ ରହିବେ । ( Mangal Gochar Budh Uday) ଅନ୍ୟପକ୍ଷରେ, ଗ୍ରହମାନଙ୍କର ରାଜକୁମାର, ବୁଧ ୧୦ ମେରେ ମେଷ ରାଶିକୁ ଚଳନ କରିବେ। ଫଳରେ ଏହାର ପ୍ରଭାବ ୪ ରାଶି ଉପରେ ପଡିବ । ଏହି ରାଶିର ଲୋକଙ୍କ ଭାଗ୍ୟ ସୂର୍ଯ୍ୟଙ୍କ ପରି କାଲିଠୁ ଚମକିବା ଆରମ୍ଭ କରିବ। ପଢନ୍ତୁ ପୁରା ରିପୋର୍ଟ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Mangal Gochar Budh Uday 2023 News In Odia:  ଆସନ୍ତାକାଲି (ମେ ୧୦)ରେ  ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଏକ ରାଶିକୁ ଅନ୍ୟ ଏକ ରାଶିକୁ ଚଳନ କରିବେ।  (Mangal Gochar Budh Uday 2023) ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୋଟିଏ ଦିନରେ ଗୋଟିଏ ନୁହେଁ,  ୨ ଟି ଗ୍ରହ ସେମାନଙ୍କର ସ୍ଥିତି ପରିବର୍ତ୍ତନ କରିବେ। ମଙ୍ଗଳ ଗ୍ରହ ମିଥୁନ ଛାଡି କର୍କଟ ରାଶିରେ ପ୍ରବେଶ କରିବେ ।  ଏବଂ ଜୁଲାଇ ୧  ପର୍ଯ୍ୟନ୍ତ  ସେହି ରାଶିରେ ରହିବେ । ( Mangal Gochar Budh Uday) ଅନ୍ୟପକ୍ଷରେ, ଗ୍ରହମାନଙ୍କର ରାଜକୁମାର, ବୁଧ ୧୦ ମେରେ ମେଷ ରାଶିକୁ ଚଳନ କରିବେ। ଗୋଟିଏ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗ୍ରହର ସ୍ଥିତିର ପରିବର୍ତ୍ତନ ସମସ୍ତ ୧୨ ରାଶି ଉପରେ ବଡ ପ୍ରଭାବ ପକାଇବ । ଅନ୍ୟପକ୍ଷରେ,ମଙ୍ଗଳ ଗ୍ରହର କର୍କଟ ରାଶିରେ ଚଳନ ଯୋଗୁଁ ଏବଂ ବୁଧଙ୍କ ମେଶ ରାଶିକୁ ଚଳନ ହେତୁ ୪ ରାଶିରେ ଲୋକଙ୍କ ଭାଗ୍ୟ ସୁନା ପରି କାଲିଠୁ ଅର୍ଥାତ୍ ମେଁ ୧୦ରୁ ଚମକିବ । ସେମାନଙ୍କର  ଆର୍ଥିକ ସ୍ଥିତି ସୁଦୃଢ ହେବା ସହ କ୍ୟାରିୟରେ ସଫଳତା ମଧ୍ୟ ପାଇବେ। ଏବଂ ଘରେ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇବ । ଧନ ଓ ଐଶ୍ବର୍ଯ୍ୟ ମଧ୍ୟ ବଢିବ ।

ଏହି ରାଶିର ଲୋକଙ୍କ ଭାଗ୍ୟ ସୂର୍ଯ୍ୟଙ୍କ ପରି କାଲିଠୁ ଚମକିବ:

ବୃଷ: ମଙ୍ଗଳ  ମିଥୁନ ଛାଡି କର୍କଟ ରାଶିରେ ପ୍ରବେଶ ଆସନ୍ତାକାଲି କରିବେ । ଏବଂ ବୁଧ ( Mangal Gochar Budh Uday) ୧୦ ମେ'ରେ ମେଷ ରାଶିକୁ ଚଳନ କରିବେ। ଫଳର ଏହାର ପ୍ରଭାବ ବୃଷ ରାଶିରେ ଦେଖିବାକୁ ମିଳିବ। ଏହି ରାଶିର ଲୋକଙ୍କ ଆର୍ଥିତ ସ୍ଥିତି ମଜବୁତ ହେବ । ଆୟ ବଢିବା ସହ କ୍ୟାରିୟରେ ସଫଳତା ମଧ୍ୟ ପାଇବେ। ଏବଂ ନୂଆ ନିଯୁକ୍ତିର ଯୋଗ ରହିଛି । ଏବଂ କାର୍ଯ୍ୟାଳୟରେ ନୂତନ ଦାୟିତ୍ବ ଆପଣଙ୍କୁ ମିଳିପାରେ। ଆପଣଙ୍କର ନୂଆ ଯୋଜନା ମଧ୍ୟ ଏହି ସମୟରେ କାର୍ଯ୍ୟକାରୀ କରିପାରିବେ। ବ୍ୟବସାୟୀମାନେ ମଧ୍ୟ ନୂଆ ବ୍ୟବସାୟ ଏହି ସମୟରେ ଆରମ୍ଭ କରିପାରିବେ।  ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ । ସରକାରୀ ଚାକିରୀର ସମ୍ଭାବନା ଆପଣଙ୍କର ରହିଛି । 

Also Read: Crime News: କଟା ଗୁପ୍ତାଙ୍ଗକୁ ନେଇ ଥାନାରେ ପହଞ୍ଚିଲେ ମହିଳା, କହିଲେ ସେ ମୋ ସହ...

Also Read: MP Bus Accident: ବ୍ରିଜରୁ ଖସିଲା ବସ୍, ୧୫ ମୃତ ଏକାଧିକ ଆହତ,ଉଦ୍ଧାର କାର୍ଯ୍ୟ ଜାରି

ସିଂହ: ଦୁଇ ଗ୍ରହଙ୍କ ସ୍ଥିତି ପରିବର୍ତ୍ତନ ହେତୁ,ଏ-ହାର ପ୍ରଭାବ ସିଂହ ରାଶିରେ ମଧ୍ୟ ଦେଖିବାକୁ ମିଳିବ। ଏହି ରାଶିର ଲୋକଙ୍କ ଭାଗ୍ୟ କାଲି ଠାରୁ ସୁନା ପରି ଚମକିବ। ଏହି ସମୟରେ  ଆପଣଙ୍କୁ ନୂଆ ନିଯୁକ୍ତି ମିଳିପାରେ। ବିଦେଶ ଭ୍ରମଣର ମଧ୍ୟ ସୁଯୋଗ ଆପଣଙ୍କୁ ମିଳିପାର ।  କୋର୍ଟ କଚେରୀ ମାମଲାରେ ଆପଣଙ୍କ ସପକ୍ଷରେ ରାୟ ଆସିପାରେ। ଏବଂ ବ୍ୟବସାୟୀମାନେ ଏହି ସମୟରେ ବଡ ଡିଲ୍ ମଧ୍ୟ କରିପାରିବେ। ଏବଂ ଖାସ୍ କରି ଏହି ରାଶିର ଲୋକଙ୍କର ବିବାହ ପାଇଁ ଶୁଭ ସମୟ ମଧ୍ୟ ଆରମ୍ଭ ହୋଇଛି ।  ବୈବାହିକ ଜୀବନରେ ମଧ୍ୟ ଏହି ସମୟରେ ମଧୁରତା ବଢିବ । 

କନ୍ୟା: ଦୁଇ ଗ୍ରହର ଅନ୍ୟ ରାଶିକୁ ଚଳନ ହେତୁ , କନ୍ୟା ରାଶିର ଲୋକେ ବହୁତ ସଫଳତା ତାଙ୍କ ଜୀବନରେ ପାଇବେ। ଆର୍ଥିକ ସ୍ଥିତି ମଜବୁତ ହେବା ସହ  ହଠାତ୍ କେଉଁ ଆଡୁ ଧନଲାଭର ଯୋଗ ରହିଛି । ଆପଣଙ୍କର ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରେ ସମାଧାନ ହେବ । କାର୍ଯ୍ୟାଳୟରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାର । ଏହି ସମୟରେ ଆପଣ ନୂଆ ଜମି ଓ ଗାଡି ମଧ୍ୟ କିଣି ପାରିବେ। 

କୁମ୍ଭ: ମଙ୍ଗଳ  ମିଥୁନ ଛାଡି କର୍କଟ ରାଶିରେ ପ୍ରବେଶ ଆସନ୍ତାକାଲି କରିବେ । ଏବଂ ବୁଧ ୧୦ ମେ'ରେ ମେଷ ରାଶିକୁ ଚଳନ କରିବେ। ଫଳରେ କୁମ୍ଭ ରାଶିର ଲୋକଙ୍କୁ ଏହାର ବିଶେଷ ଫାଇଦା ମିଳିବ ।  ଆପଣଙ୍କୁ କାର୍ଯ୍ୟାଳୟରେ ନୂତନ ପଦୋନ୍ନତି ମିଳିବା ସହ ଆୟ ବୃଦ୍ଧିର ମଧ୍ୟ ସମ୍ଭାବନା ରହିଛି ।  ଏ-ପରିକି ଚାକିରି ପାଇଁ ଆଶାୟୀ ଥିବା ଲୋକଙ୍କୁ ଖୁବଶିଘ୍ର ନୂଆ ନିଯୁକ୍ତି ମଧ୍ୟ ମିଳିପାର । ଏ-ପରିକି ଏହି ସମୟରେ ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )