Benefits of Black Pepper: ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ
Advertisement

Benefits of Black Pepper: ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ

Benefits of Black Pepper: ଏକାସାଙ୍ଗରେ ମହୁ (Honey) ସହିତ ଗୋଲମରିଚ ଗୁଣ୍ଡ ଚାଟିଲେ ଗଳା ଯନ୍ତ୍ରଣା ଦୂର ହୁଏ । ଗୋଲମରିଚ ବ୍ୟବହାର ଶରୀରକୁ ଫିଟ୍ ରଖେ କିନ୍ତୁ କାଶ ଏବଂ ଥଣ୍ଡା ଭଳି ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

Benefits of Black Pepper: ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ

Benefits of Black Pepper: ଗରମ ପାଣି (Hot Water) ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଲାଭଦାୟକ ହୋଇଥାଏ । ଉଷୁମ ପାଣି ସହିତ ଗୋଲମରିଚ (Black Pepper) ଖାଇବା ଦ୍ୱାରା କାଶ ଓ ଥଣ୍ଡା ସମସ୍ୟା ଦୂର ହୁଏ । ଏକାସାଙ୍ଗରେ ମହୁ (Honey) ସହିତ ଗୋଲମରିଚ ଗୁଣ୍ଡ ଚାଟିଲେ ଗଳା ଯନ୍ତ୍ରଣା ଦୂର ହୁଏ । ଗୋଲମରିଚ ବ୍ୟବହାର ଶରୀରକୁ ଫିଟ୍ ରଖେ କିନ୍ତୁ କାଶ ଏବଂ ଥଣ୍ଡା ଭଳି ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

ଗରମ ପାଣି ସହିତ ଗୋଲମରିଚ ନିଅନ୍ତୁ:-

୧. ଗୋଲମରିଚ (Black Pepper) ରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ ଲୋକଙ୍କୁ ଟେନସନ ଏବଂ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଗୋଲମରିଚ ଖାଇବା କମ୍ କରିବା ଉଚିତ ।

୨. ଗୋଲମରିଚ (Black Pepper) ଶରୀରରେ ଚର୍ବି ଜମିବାକୁ ପ୍ରତିରୋଧ କରିଥାଏ । ଏହା ସହିତ ଏହା ଆପଣଙ୍କ ମେଟାବୋଲିଜିମରେ ଉନ୍ନତି କରି କ୍ୟାଲୋରୀ ଦମନରେ ସାହାଯ୍ୟ କରିଥାଏ ।

୩. ଯଦି ଆପଣ ଅଧା ଚାମଚ ଗୋଲମରିଚ ପାଉଡର (Black Pepper Powder) ଓ ଗୋଟିଏ ଚାମଚ ମିଶ୍ରି ମିଶାଇ ଏକ କପ୍ ଉଷୁମ କ୍ଷୀର ସହିତ ୩ ଥର ନେଉଛନ୍ତି । ତେବେ ଏହା ଥଣ୍ଡା ଓ ସର୍ଦ୍ଦି ପାଇଁ ଲାଭଦାୟକ ହୋଇଥାଏ ।

୪. ଗୋଲମରିଚ (Black Pepper) ପାଣି (Water) ରେ ପୁଟାଇ ପିଇଲେ ଏହା ଥଣ୍ଡା ଭଲ କରିଥାଏ । ଏହାସହ ମସ୍ତିଷ୍କ ହାଲୁକା ହୋଇଥାଏ ।

ଏହା ବି ପଢ଼ନ୍ତୁ:-ବିଜେପିକୁ ରୋକିବା ପାଇଁ ନବୀନ ପଟ୍ଟନାୟକଙ୍କ ପ୍ଲାନ୍, ରାଷ୍ଟ୍ରପତିଙ୍କ ଜିଲ୍ଲାରେ ଆରମ୍ଭ କଲେ ବିକାଶମୂଳକ ପ୍ରକଳ୍ପ

ଏହା ବି ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ବଢ଼ାଇଲେ ମହଙ୍ଗା ଭତ୍ତା

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।