Advertisement
Photo Details/zeeodisha/odisha1357194
photoDetails0hindi

ମାଲଦୀପରେ ଛୁଟି କାଟୁଛନ୍ତି ହଟ୍ ବିୟୁଟି ସନ୍ନି

Sunny Leone : ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ (Sunny Leone)। ବି-ଟାଉନରେ ନିଜର ବୋଲ୍ଡ ଷ୍ଟାଇଲ ଗ୍ଲାମରସ୍‌ ଅନ୍ଦାଜ୍‌ ପାଇଁ ବେଶ ଜଣାଶୁଣା ।

1/4

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ (Sunny Leone)। ବି-ଟାଉନରେ ନିଜର ବୋଲ୍ଡ ଷ୍ଟାଇଲ ଗ୍ଲାମରସ୍‌ ଅନ୍ଦାଜ୍‌ ପାଇଁ ବେଶ ଜଣାଶୁଣା । ସନ୍ନି ତାଙ୍କ କ୍ୟାରିୟରରେ ବହୁତ ଉଥନ ପତନ ଦେଖିଛନ୍ତି । ସଫଳତା ଶୀର୍ଷ ଛୁଇଁବା ପାଇଁ ସେ ଅନେକ ସଂଘର୍ଷ କରିଛନ୍ତି ।  ଅନେକ ହିଟ୍‌ ଆଇଟମ୍‌ ଗୀତ ମଧ୍ୟ ଦେଇଛନ୍ତି। ଖୁବ୍ କମ୍ ଲୋକ ଜାଣିନ୍ତି କି ସନ୍ନି ଗୋଟିଏ ଆଇଟମ୍ ନମ୍ବର ପାଇଁ ନିର୍ମାତାମାନଙ୍କ ଠାରୁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। 

2/4

ସନ୍ନି ନିଜ ବିଜି ସିଡ୍ୟୁଲରୁ  ସମୟ ବାହାର କରି ମାଲଦୀପରେ ଏବେ ଛୁଟି କାଟୁଛନ୍ତି । ଏନେଇ ସନ୍ନି ନିଜ ଭ୍ୟାକେସନର କିଛି ଫଟୋ ସୟାର କରିଛନ୍ତି। ସନ୍ନି ସମୁଦ୍ର କୂଳରେ ଏକ ବ୍ଲାକ କର୍ଲର ବିକିନି ପିନ୍ଧି ବସିଥିବା ଦେଖିବାକୁ ମିଳିଛି । ସନ୍ନିଙ୍କ ବୋଲ୍ଡ ଅନ୍ଦାଜର ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । 

3/4

ସେହିପରି ଆଉ ଏକ ଫଟୋରେ ସନ୍ନିଙ୍କ ପାଖରେ କିଛି ସଫ୍ଟ ଡ୍ରିଙ୍କ୍ ର ବଟଲ ଥିବା ମଧ୍ୟ ଦେଖିବାକୁ ମିଳିଛି । ସନ୍ନି ଏକ ଭିନ୍ନ ପୋଜରେ ଫଟୋ ଉଠାଇଛନ୍ତି । ସନ୍ନି ଏଥିରେ ଏକ ସନ ଗ୍ଲାସ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି। କହିବାକୁ ଗଲେ ସନ୍ନି ନିଜର ବୋଲ୍ଡ ଷ୍ଟାଇଲ୍ ପାଇଁ ନୁହେଁ ବରଂ ଜଣେ ଭଲ ବ୍ୟକ୍ତି ଭାବରେ ମଧ୍ୟ ଜଣାଶୁଣା । 

4/4