Advertisement
Photo Details/zeeodisha/odisha2585955
photoDetails0hindi

Prakruti Mishra: ହଟ୍- ଅନ୍ଦାଜରେ ନଜର ଆସିଲେ ପ୍ରକୃତି ମିଶ୍ର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହିସବୁ ଫଟୋ

 
Prakruti Mishra: ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର । ଏ-କାଧିକ ଓଡି଼ଆ ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ପ୍ରକୃତି ଆଜି ଓଲିଉଡ଼ରେ ଜଣେ ଆଗଧାଢିରେ ନାୟିକା। ପ୍ରକୃତି କେବଳ ଓଡିଆ ସିନେମାରେ ନୁହେଁ, ହିନ୍ଦୀ ସିନେମାରେ ମଧ୍ୟ ନିଜର ଜଲଓ୍ବା ଦେଖାଇଛନ୍ତି। ତେବେ, ପ୍ରକୃତିଙ୍କ ହିଟ୍-ନେସ୍ ବି କୌଣିସି ବଲିଉ଼ଡ ଷ୍ଟାରଙ୍କ ଠାରୁ କମ୍ ନୁହେଁ। ସୋସିଆଲ୍ ମିଡିଆରେ ପ୍ରକୃତି ମିଶ୍ରଙ୍କ କିଛି ହଟ୍ ଫଟୋ ଏବେ ଭାଇରାଲ୍ ହେଉଛି।...

1/15
ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର। ଦମଦାର୍ ଅଭିନୟ କରି ଲୋକଙ୍କ ହୃଦୟ ଜିତିଛନ୍ତି।  

ALSO READ:  Prakruti Mishra Video: ବିଦେଶରେ ମସ୍ତି କରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର, ଭାଇରାଲ୍ ହେଲା ଏହି ଭିଡିଓ

2/15
ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା  ପ୍ରକୃତି ଆଜି ବଲିଉଡ୍ ରେ ପାଦ ଥାପିସାରିଛନ୍ତି।

3/15
ଏକାଧିକ ହିନ୍ଦୀ ସିରିୟଲ୍ ଯେପରିକି,  ଜୟ 'କହ୍ନେୟା ଲାଲ୍ କି', 'ବିଟି ବିଜନେସ୍ ଓ୍ବାଲି',  'ଲାଲ କିଲ୍ଲା' ଓ 'ଏସ୍ ଏଫ୍ ସ୍ପେଷ୍' ପ୍ରଭୃତି ସିରିଏଲ୍ ରେ ନଜର ଆସିଛନ୍ତି।

4/15
ପ୍ରକୃତି ମିଶ୍ର ୨୦୨୨, ଜୁଲାଇ ମାସରେ ବାବୁସାନ୍-ଙ୍କ ପାଇଁ ସେ ବିବାଦ ଘରକୁ ଆସିଥିଲେ।  ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ପ୍ରକୃତିଙ୍କୁ ରାସ୍ତାରେ ଘୋଷାଡି ପିଟିଥିଲେ।  ଯାହାକୁ ନେଇ ରାଜରାସ୍ତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା।   

5/15
ସୂଚନା ଅନୁସାରେ, ପ୍ରକୃତି ଓ  ବାବୁଶାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଅଭିଯୋଗ ହୋଇଥିଲା। 

6/15
ପରେ ଦୁହେଁ ଖାରବେଳ ନଗର ଗେଷ୍ଟ ହାଉସରେ ଥିବା ନେଇ  ଖବର ପାଇଥିଲେ ତୃପ୍ତି।  

7/15

ପରେ ଉଭୟଙ୍କୁ ପାନେ ଦବା ପାଇଁ ଯାଇଥିବା ବେଳେ ରାସ୍ତାରେ ଏକ ଭିତରେ ଉଭୟଙ୍କୁ ପାଇଥିଲେ ତୃପ୍ତି। ପରେ କାର୍ ମଧ୍ୟରୁ ତୃପ୍ତି ପ୍ରକୃତିଙ୍କୁ ଚୁଟି ଟାଣି ଘୋଷାଡି଼ ଆଣିଥିଲେ। 

8/15
ଜୀବନ ବଞ୍ଚାଇବାକୁ ଯାଇ ପ୍ରକୃତି ଦୌଡି ପଳାଇ ଯାଇଥିଲେ।  ଯାହାକୁ ନେଇ ମାମାଲା ଥାନାରେ ପହଞ୍ଚି ଥିଲା। 

9/15
ପ୍ରକୃତିଙ୍କ ପକ୍ଷରୁ ବାବୁଶାନଙ୍କ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେପଟେ , ତୃପ୍ତି ମଧ୍ୟ ପ୍ରକୃତିଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ। 

10/15

ଏହି ହାଇପ୍ରୋଫାଇଲ୍ ଡ୍ରାମା ବେଶ୍ କିଛି ଦିନ ଧରି ଚାଲିଥିଲା। କିଛି ଦିନ ପରେ ମାମଲା ଥଣ୍ତା ପଡିଯାଇଥିଲା। 

11/15
ପରେ ପ୍ରକୃତି ଓ ବାବୁଶାନ୍ ଏସବୁ କଥାକୁ ଭୂଲି ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଇଥିଲେ। 

12/15
ପ୍ରକୃତି ଏବେ ମୁମ୍ବାଇରେ ଲହୁଛନ୍ତି। ଆଉ ନିଜ ଲାଇଫ୍-କୁ ବେଶ୍  ଉପଭୋଗ ମଧ୍ୟ କରୁଛନ୍ତି। 

13/15

ପ୍ରକୃତି ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍। 

14/15
ତାଙ୍କ ଜୀବନରେ ଘଟୁଥିବା ସମସ୍ତ ଘଟଣାବଳୀ ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରନ୍ତି। 

15/15

ପ୍ରକୃତି କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି, ସେ ମଧ୍ୟ ଜଣେ ଭଲ କଣ୍ଠଶିଳ୍ପୀ ମଧ୍ୟ।