Chhi Chhi Chhi re nani song: ଛି ଛି ଛି ରେ ନନି'' ଏ ଗୀତ ଏବେ ଚାରିଆଡେ ଭାଇରାଲ। ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଓ ରିଲରେ ଏବେ ଏ ଗୀତ ଦେଖିବାକୁ ମିଳୁଛି।
ଛି ଛି ଛି ରେ ନନି'' ଏ ଗୀତ ଏବେ ଚାରିଆଡେ ଭାଇରାଲ। ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଓ ରିଲରେ ଏବେ ଏ ଗୀତ ଦେଖିବାକୁ ମିଳୁଛି।
୨୦୦୪ ମସିହାରେ ଭିଡିଓଗ୍ରାଫି ହୋଇଥିବା ଏହି ଦେଶିଆ ଗୀତଟିକୁ ୧୯୯୫ ମସିହାରେ ବାଲିଫୁଲ CDରେ ଗାଇଥିଲେ ଓ ସଂଗୀତ ନିର୍ଦେଶନା ଦେଇଥିଲେ ସ୍ବର୍ଗତ ସତ୍ୟ ଅଧିକାରୀ।
ଆଗରୁ ଟିକେ ଭାଇରାଲ ହେଇଥିଲେ ଜୀବନ ବଦଳି ଯାଇଥାନ୍ତା ବୋଲି କହିଛନ୍ତି ଅଭିନେତା ବିଭୁତି ଭୂଷଣ ବିଶ୍ୱାଳ
ट्रेन्डिंग फोटोज़