Malaika Arora Sex Life: ମଲାଇକାଙ୍କ ସେକ୍ସ ଲାଇଫକୁ ନେଇ ବଡ ଖୁଲାସା କଲେ Karan Johar, କହିଲେ ବେଡରୁମରେ ଅର୍ଜୁନଙ୍କ ସହ...
Advertisement

Malaika Arora Sex Life: ମଲାଇକାଙ୍କ ସେକ୍ସ ଲାଇଫକୁ ନେଇ ବଡ ଖୁଲାସା କଲେ Karan Johar, କହିଲେ ବେଡରୁମରେ ଅର୍ଜୁନଙ୍କ ସହ...

Malaika Arora Sex Life : ବଲିଉଡ ଅଭିନେତ୍ରୀ ତଥା ସୁପର ମଡେଲ୍ ମଲାଇକା ଆରୋରା । ନିକଟରେ ତାଙ୍କର ରିୟଲିଟି ଶୋ' ମୁଭିଙ୍ଗ ଇନ୍ ଓ୍ବିଥ୍ ମଲାଇକା (Moving in with Malaika) ଆରମ୍ଭ ହୋଇଛି । ଏହି ଶୋ'କୁ ଅନକେ ସେଲିବ୍ରେଟି ମାନ ଆସୁଥିବା ଦେଖିବାକୁ ମିଳୁଛି । ନିକଟରେ ଏହି ଶୋକୁ ଫିଲ୍ମ ମେକର ତଥା ଅଭିନେତା କରନ ଜୋହର ଆସିଥିଲେ । ଯିଏ ମଲାଇକାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ ଯାହାକୁ ଏପର୍ଯ୍ୟନ୍ତ ମଲାଇକାଙ୍କୁ କେହି ପଚାରି ନାହାଁନ୍ତି ।

Malaika Arora Sex Life: ମଲାଇକାଙ୍କ ସେକ୍ସ ଲାଇଫକୁ ନେଇ ବଡ ଖୁଲାସା କଲେ Karan Johar, କହିଲେ ବେଡରୁମରେ ଅର୍ଜୁନଙ୍କ ସହ...

Malaika Arora Sex Life: ବଲିଉଡ ଅଭିନେତ୍ରୀ ତଥା ସୁପର ମଡେଲ୍ ମଲାଇକା ଆରୋରା । ନିକଟରେ ତାଙ୍କର ରିୟଲିଟି ଶୋ' ମୁଭିଙ୍ଗ ଇନ୍ ଓ୍ବିଥ୍  ମଲାଇକା (Moving in with Malaika) ଆରମ୍ଭ ହୋଇଛି । ଏହି ଶୋ'କୁ ଅନକେ ସେଲିବ୍ରେଟି ମାନ ଆସୁଥିବା ଦେଖିବାକୁ ମିଳୁଛି । ନିକଟରେ ଏହି ଶୋକୁ ଫିଲ୍ମ ମେକର ତଥା ଅଭିନେତା କରନ ଜୋହର ଆସିଥିଲେ । ଯିଏ ମଲାଇକାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ ଯାହାକୁ ଏପର୍ଯ୍ୟନ୍ତ ମଲାଇକାଙ୍କୁ କେହି ପଚାରି ନାହାଁନ୍ତି । ଯେତେବେଳେ କରଣ ମଲାଇକାଙ୍କ ସେକ୍ସ ଜୀବନ ସହ ଜଡିତ ପ୍ରଶ୍ନ ପଚାରିଥିଲେ ସେତେବେଳେ ଅଭିନେତ୍ରୀ ଲାଜେଇ ଯାଇଥିଲେ। ତେବେ, ଏଠାରେ ଆମେ ମଧ୍ୟ ଆପଣଙ୍କୁ ଏପରି ଏକ କଥା କହି ରଖୁଛୁ ଯେ, ଏହି ଶୋ'ରେ କରନ ଜୋହର ମଧ୍ୟ ନିଜ ବେଡରୁମ୍ ବିଷୟରେ କିଛି ସିକ୍ରେଟ ସେୟାର କରିଥିଲେ । 

କରନ ମଲାଇକାଙ୍କୁ ତାଙ୍କ ସେକ୍ସ ଲାଇଫକୁ ନେଇ ଏଭଳି ପ୍ରଶ୍ନ କରିଥିଲେ :

ମଲାଇକାଙ୍କ ନୂଆ ଶୋ’ରେ ତାଙ୍କର ନୂତନ ଅତିଥି ଥିଲେ ଏଥର ନିର୍ଦ୍ଦେଶକ କରନ ଜୋହର । ଯିଏକି ଅଭିନେତ୍ରୀଙ୍କ ଘନିଷ୍ଠ ବନ୍ଧୁ। ଏହି ପର୍ଯ୍ୟାୟରେ, କରନ ଜୋହର ମଲାଇକାଙ୍କ ସହ ଅନେକ କଥା କହିଥିଲେ ଏବଂ ତାଙ୍କୁ ଏପରି ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କରନ ଜୋହର ମଲାଇକା ଓ ଅର୍ଜୁନ କପୁରଙ୍କ ସେକ୍ସ ଲାଇଫ (Malaika Arjun Kapoor Sex Life)କୁ ନେଇ କିଛି ପ୍ରଶ୍ନ ପଚାରି ଥିଲେ ।  କରଣଙ୍କ ଏଭଳି ପ୍ରଶ୍ନ ଶୁଣି ଲାଜରେ ଲାଲ ପଡି ଯାଇଥିଲେ ଅଭିନେତ୍ରୀ । 

ଏପିସୋଡରେ କରନ ମଲାଇକାଙ୍କୁ ପଚାରିଛନ୍ତି ଯେ, 'ବଡେରେ ଆପଣ  ଅର୍ଜୁନ କପୁରଙ୍କ ଉପରେ କିଛି ଏକ୍ସପେରିମେଣ୍ଟ କରିଛନ୍ତି କି ନାହିଁ ? ' ଏହି ପ୍ରଶ୍ନ ଶୁଣି ଲାଜରେ ଲାଲ୍ ପଡିଯାଇଥିଲେ ମଲାଇକା ।  କିନ୍ତୁ କରଣ ଜୋହର ଚୁପ୍ ବସି ନ ଥିଲେ, କରଣ ଜୋହର ମଲାଇକା ଆରୋରାଙ୍କୁ ପଚାରିଥିଲେ ଯେ, ତୁମେ କଣ ଅର୍ଜୁନଙ୍କୁ ସେକ୍ସ ଟଏଜ୍ ଭାବେ ବ୍ୟବହାର କରୁଛ କି ? ସେ ଏବଂ ଅର୍ଜୁନ ହ୍ୟାଣ୍ଡକଫ୍  (Malaika Arju Handcuffs) ବ୍ୟବହାର କରୁଛନ୍ତି କି ନାହିଁ ଏବଂ ମଲାଇକା ନିଜ ବେଡରୁମରେ ଅର୍ଥାତ ଅର୍ଜୁନଙ୍କ ପାଖରେ ଥିବା ସମୟରେ ଜଣେ ଗାର୍ଲଫ୍ରେଣ୍ତର ଭୂମିକା ନିଭାଉଛନ୍ତି କି ନାହିଁ ? ଏସବୁ ପ୍ରଶ୍ନର ଉତ୍ତର ଦେବା ବଦଳରେ ମଲାଇକା ଚୁପ ରହି କେବଳ ସ୍ମିତ ହାସ୍ୟ ଦେଇଥିଲେ । ତେବେ, ଏହି ଶୋ'ରେ କରଣ ଜୋହର ମଧ୍ୟ ନିଜ ବେଡରୁମର ସିକ୍ରେଟ୍ ଖୋଲିଥିଲେ। ସେ କହିଥିଲେ ଯେ, ମୁଁ ବେଡରୁମରେ ପୋଲିସର ଭୂମିକା ଦେଖାଇଥାଏ । କାରଣ ସେ ' ସିଙ୍ଗମ୍ ' ହେବାକୁ ଚାହୁଁଥିଲେ।  କରଣ ମଧ୍ୟ ମଲାଇକାଙ୍କୁ ତାଙ୍କ ବିବାହ ଯୋଜନା ବିଷୟରେ ପଚାରିଥିଲେ, ଯେଉଁଥିରେ ମଲାଇକା କହିଥିଲେ ଯେ ସେ କେବଳ ବିବାହର ଅଂଶ ହେବାକୁ ଚାହୁଁଥିବାରୁ ସେ ଏହା ପଚାରୁଛନ୍ତି।