Karan Johar Net Worth: କୋଟି କୋଟିରେ ଖେଳନ୍ତି କରନ ଜୋହର, କୋଟିପତି ତାଲିକାରେ ପଛରେ ପଡ଼ିବେ କିଙ୍ଗଖାନ !
Advertisement

Karan Johar Net Worth: କୋଟି କୋଟିରେ ଖେଳନ୍ତି କରନ ଜୋହର, କୋଟିପତି ତାଲିକାରେ ପଛରେ ପଡ଼ିବେ କିଙ୍ଗଖାନ !

Karan Johar Net Worth: ଫିଲ୍ମ ମେକର କରନ୍ ଜୋହର (Karan Johar)। କରଣ ଜୋହର ଆଜି ତାଙ୍କର ୫୧(Karan Johar birthday) ତମ ଜନ୍ମଦିନ ପାଳନ କରୁଛନ୍ତି ।  ତେବେ, କରଣଙ୍କ ଜନ୍ମଦିନ ଅବସରରେ ତାଙ୍କ ବିଷୟରେ କିଛି ରୋଚକ କଥା ଆଜି ଆମେ ଆପଣଙ୍କୁ ଜଣାଇବୁ। ତେବେ, ଆସନ୍ତୁ ଜାଣିବା କରନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ? ପଢନ୍ତୁ ଏହି ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Karan Johar Net Worth: ଫିଲ୍ମ ମେକର କରନ୍ ଜୋହର (Karan Johar)। କରଣ ଜୋହର ଆଜି ତାଙ୍କର ୫୧(Karan Johar birthday) ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୨  ମସିହା  ୨୫ ମେରେ ସେ ବମ୍ବେର ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କର ଆଗାମୀ ଫିଲ୍ମ(Rocky Aur Rani Ki Prem Kahani) 'ରକି ଆରୈ ରାନୀକି ପ୍ରେମ କାହାନୀ'ର ପ୍ରଥମ ଲୁକ୍ ରିଲିଜ୍ କରିଛନ୍ତି ( Rocky Aur Rani Ki Prem Kahani first look)। ଯେଉଁଥିରେ ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଫିଲ୍ମଟି ଖୁବଶିଘ୍ର ପରଦାକୁ ଆସିବ। ତେବେ, କରଣଙ୍କ ଜନ୍ମଦିନ ଅବସରରେ ତାଙ୍କ ବିଷୟରେ କିଛି ରୋଚକ କଥା ଆଜି ଆମେ ଆପଣଙ୍କୁ ଜଣାଇବୁ। ତେବେ, ଆସନ୍ତୁ ଜାଣିବା କରନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ(Karan Johar net worth,)?

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, 'କଭି ଖୁସୀ କଭି ଗମ' ଭଳି ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ କରଣ ଜୋହରଙ୍କ ସମ୍ପତ୍ତି ୨୧୫ ମିଲିୟନ ଡ଼ଲାର ଅଟେ (Karan Johar net worth)। ଭାରତୀୟ ଟଙ୍କା ମୂଲ୍ୟରେ ଯାହା ୧୭୪୦ କୋଟି ଟଙ୍କା ଅଟେ। ଏଥିସହ ସେ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ। ଏଥି ସହିତ, କିଛି ବର୍ଷ ମଧ୍ୟରେ ନିର୍ଦ୍ଦେଶକଙ୍କ ମୋଟ୍ ସମ୍ପତିର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି ।

Also Read:  ଏହି ସବୁ ସେଲିବ୍ରେଟିଙ୍କ ନାଁ ସହ ହୃଦୟ ବି ବଡ଼, କିଏ ଅନାଥଙ୍କୁ ଦେଇଛନ୍ତି ସାହାରା ଆଉ କିଏ କରିଛନ୍ତି ଅର୍ଥ ଦାନ

 

Also Read: Health Tips: ଆପଣଙ୍କୁ ରାତିରେ ଠିକ୍ ଭାବରେ ନିଦ ହେଉନି କି? କରନ୍ତୁ କେବଳ ଏହି ସବୁ କାମ

Also Read: Kendujhar News: ଲୁଚି ଲୁଚି ଲଗ୍ନ ଖୋଜୁଥିଲେ ପ୍ରେମିକ, ଘରେ ପହଞ୍ଚିଗଲା ପ୍ରେମିକା; ତା'ପରେ...

Also Read: Mangal Gochar 2023: ଆଜିଠାରୁ ଏହି ୭ ରାଶିରେ ଧନବର୍ଷା କରିବେ ମାଆ ଲକ୍ଷ୍ମୀ, ନୂଆ ଗାଡି ସାଙ୍ଗକୁ ଘର କିଣିବାର ରହିଛି ଯୋଗ!

 
 
 
 

 
 
 
 
 
 
 
 
 
 
 

A post shared by Karan Johar (@karanjohar)

 
 
 
 

 
 
 
 
 
 
 
 
 
 
 

A post shared by Karan Johar (@karanjohar)

ଯଦି ଆମେ ନିର୍ଦ୍ଦେଶକଙ୍କ ଘର ବା ବଙ୍ଗଳା ବିଷୟରେ ଚର୍ଚ୍ଚା କରିବା ତେବେ, ସେ ମୁମ୍ବାଇର କାର୍ଟନ ରୋଡରେ ଥିବା ଏକ ଡୁପ୍ଲେସ୍ସରେ ରୁହନ୍ତି । ଏହି ଘର କୌଣସି ରାଜପ୍ରାସଦ ଠାରୁ କମ୍ ନୁହେଁ। ଏହି ଘରେ ଲକୁଜୁରୀୟର୍ସ ଫର୍ଣ୍ଣିଚର ରହିଥିବା ସହ ଦାମୀ ସୋଫା ସେଟ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ,ଏହି ଘର ନିକଟରେ ମଧ୍ୟ ଏକ ସମୁଦ୍ର ରହିଛି । ସେ ଏହି ଘରଟି କରଣ ଜୋହର ଜଣେ ନିର୍ଦ୍ଦେଶକଙ୍କ ଠାରୁ ୨୦୧୦ ମସିହାରେ ୩୨ କୋଟି ଟଙ୍କାରେ  କିଣିଥଲେ। ଏହା ବ୍ୟତୀତ ତାଙ୍କର ଆଉ ଦୁଇଟି ଘର ମାଲବର ହିଲ୍ସ ଓ ଏବଂ ମୁମ୍ବାଇରେ ଏକ ଘର ଅଛି। ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ। ଘର ବ୍ୟତୀତ କରଣ ଜୋହରଙ୍କ ପାଖପେ ଲକଜୁରୀଅସ୍ କାର ମଧ୍ୟ ଏକାଧିକ ରହିଛି।  ୭.୮ କୋଟି ଟଙ୍କାର କାର ତାଙ୍କ ପାଖରେ ରହିଛି । BMW 745, BMW 760, Mercedes S class ଭଳି ଲକଜୁରିୟର୍ସ କାରର ମାଲିକ ସେ ଅଟନ୍ତି।