Samantha Ruth Prabhu: ଫ୍ୟାନ୍ସଙ୍କ ହାର୍ଟବିଟ୍ ବଢାଇଲା ସାମନ୍ଥାଙ୍କ ରାତି ଅଧିଆ ପୋଷ୍ଟ, ଲେଖିଲେ କିଛି ଏମିତି..
Advertisement
Article Detail0/zeeodisha/odisha1912989

Samantha Ruth Prabhu: ଫ୍ୟାନ୍ସଙ୍କ ହାର୍ଟବିଟ୍ ବଢାଇଲା ସାମନ୍ଥାଙ୍କ ରାତି ଅଧିଆ ପୋଷ୍ଟ, ଲେଖିଲେ କିଛି ଏମିତି..

Samantha Ruth Prabhu In Hospital: ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ (Samantha Ruth Prabhu)। ନିଜ ସ୍ବାମୀ ନାଗାଙ୍କ ଠାରୁ ଛାଡପତ୍ର ନେଇ ଏକାକୀ ଜୀବନ ବିତାଉଛନ୍ତି ଅଭିନେତ୍ରୀ। କିନ୍ତୁ ଗତ କିଛି ଦିନ ତଳେ, ନାଗା -ସାମନ୍ଥା( Samantha Ruth Prabhu and Naga Chaitanya) ନିଜ ପୋଷା କୁକର ସହ ହ୍ୟାସ୍ ସହ ନଜର ଆସିବାରୁ ଦୁହେଁ ପୁଣି ଥରେ ଏକାଠି ହେବେ ବୋଲି ଚର୍ଚ୍ଚା ହେଉଥିଲା। ଏହାପରେ ସାମନ୍ଥା ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ନାଗାଙ୍କ ନାଁରେ ଟାଟୁ ହଟାଇବା ସହ ହେଉଥିବା ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇଥିଲେ। ତେବେ, ଏହି ଚର୍ଚ୍ଚା ଥମି ନଥିବା ବେଳେ ସାମନ୍ଥା ପୁଣି ଥରେ ନିଜ ଇନଷ୍ଟାରେ ଏକ ପୋଷ୍ଟ କରିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡି଼ଆ

fallback

Also Read : Weather Update: ବର୍ଷାରେ ଭିଜିବ ଦଶହରା !

Also Read : Today Horoscope: ବ୍ୟବସାୟରେ ଆୟ ବଢିବା ସହ ମିଳିବ ଶୁଭଫଳ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ଏହି ପୋଷ୍ଟ ସମସ୍ତଙ୍କୁ ଚମକେଇ ଦେଇଛି । ଯାହାକୁ ନେଇ ସେ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ସେୟାର ହୋଇଥିବା ପୋଷ୍ଟରେ ଦେଖିବାକୁ ମିଳିଛି ଯେ, ସାମନ୍ଥା ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏବଂ ମେଡିକାଲ ବେଡରେ ଶୋଇଛନ୍ତି। ଏବଂ ତାଙ୍କ ହାତରେ ଏକ ସାଲାଇନ୍ ଲାଗିଛି। ଏବଂ ସେ ଅସୁସ୍ଥ ଥିବାରୁ ଔଷଧ ନେଉଛନ୍ତି । ତେବେ, ସାମନ୍ଥାଙ୍କ ଏହି ପୋଷ୍ଟ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି। ତେବେ, ସାମନ୍ଥାଙ୍କ ଏହି ଇନଷ୍ଟା ଷ୍ଟୋରୀ ତାଙ୍କ ଫ୍ୟାନ୍ସଙ୍କୁ ଦ୍ବନ୍ଦରେ ପକାଇଛି । ସତରେ କଣ ଅସୁସ୍ଥ ଅଛନ୍ତି ସାମନ୍ଥା ? ଏଭଳି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି । 

ସୂଚନା ଅନୁସାରେ,  ନାଗା ଚୈତନ୍ୟଙ୍କ ଅଭିନୀତ ଫିଲ୍ମ 'ୟେ ମାୟା ଚେସାଭ'ର ସେଟରେ ଅଭିନେତ୍ରୀ ସାମନ୍ଥାଙ୍କୁ ଭେଟିଥିଲେ। ପରେ ସୁଟିଂ ସେଟରୁ ଆରମ୍ଭ ହୋଇଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ଡେଟିଂ କରିବାକୁ  ଲାଗିଥିଲେ। ଏବଂ ୨୦୧୭ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର କିଛି ଦିନ ପରେ ଦାମ୍ପତ୍ୟ ଜୀବନରେ ଆରମ୍ଭ ହୋଇଥିଲା ଝଡ଼ । ପରେ ପରପ୍ପର ଠାରୁ ଅଲଗା ହେବାକୁ ନିସ୍ପତି ନେଇଥିଲେ। ସାଉଥ୍ ଉଣ୍ତଷ୍ଟ୍ରି ଏହି ପାଓ୍ବାର ଫୁଲ୍ କପଲ ୨୦୨୧  ଅକ୍ଟୋବର ୨ ରେ ପରପ୍ପର ଠାରୁ ଆଇନ୍ ଗତ ଭାବେ ଅଲଗା ହୋଇଥିଲେ। ଷ୍ଟାର କପଲଙ୍କ ବିଚ୍ଛେଦ ଖବର ସାଉଥ୍ ଇଣ୍ତଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା।