GK Questions: କେଉଁ ପ୍ରାଣୀରୁ ଗୋଲାପୀ ରଙ୍ଗର ଝାଳ ବାହାରେ? ଏହି ପ୍ରଶ୍ନ ଉତ୍ତର ସହିତ ବଢ଼ାନ୍ତୁ ଆପଣଙ୍କର ଜ୍ଞାନ
Advertisement
Article Detail0/zeeodisha/odisha2446348

GK Questions: କେଉଁ ପ୍ରାଣୀରୁ ଗୋଲାପୀ ରଙ୍ଗର ଝାଳ ବାହାରେ? ଏହି ପ୍ରଶ୍ନ ଉତ୍ତର ସହିତ ବଢ଼ାନ୍ତୁ ଆପଣଙ୍କର ଜ୍ଞାନ

GK in Odia: ଏଠାରେ ଦେଶ ତଥା ବିଦେଶ ସହ ଜଡିତ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତରଗୁଡିକ ଉପସ୍ଥାପିତ ହୋଇଛି। ଏହା ଆପଣଙ୍କୁ କେବଳ ଭାରତ ନୁହେଁ ବିଶ୍ୱ ସ୍ତରୀୟ ଘଟଣା, ବିଶିଷ୍ଟ ବ୍ୟକ୍ତି, ସ୍ଥାନ ଏବଂ ଜୀବ ବିଷୟରେ ମଧ୍ୟ ସୂଚନା ଦେବ। କିଛି ବୈଜ୍ଞାନିକ ତଥ୍ୟ ମଧ୍ୟ ଅଛି। ଇତିହାସ, ଭୂଗୋଳ ଠାରୁ ଆରମ୍ଭ କରି ବିଜ୍ଞାନର ଓ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ପର୍ଯ୍ୟନ୍ତ ଜାଣନ୍ତୁ।

GK in Odia

Top 10 GK Questions in Odia: ସାଧାରଣ ଜ୍ଞାନ କେବଳ ସୂଚନା ନୁହେଁ, ଏହା ଆମର ବ୍ୟକ୍ତିଗତ ବିକାଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ଆମର ଚିନ୍ତା ଓ ବୁଝିବାର ଶକ୍ତି ବୃଦ୍ଧି କରେ। ବିଭିନ୍ନ ପରୀକ୍ଷାରେ ତଥା ଜୀବନର ଅନେକ କ୍ଷେତ୍ରରେ ସଫଳତା ହାସଲ କରିବାରେ ସାହାଯ୍ୟ କରେ। ସେଥିପାଇଁ ଆମେ ପ୍ରାୟତଃ ଆପଣଙ୍କ ପାଇଁ ସାଧାରଣ ଜ୍ଞାନ ପ୍ରଶ୍ନ-ଉତ୍ତର ଆଣିଥାଉ। ଏଥିମଧ୍ୟରୁ କେତେକ ଗମ୍ଭୀର ବିଷୟ ଏବଂ କେତେକ ଆକର୍ଷଣୀୟ। ଓଡି଼ଆରେ ପଢ଼ନ୍ତୁ ଏହିପରି 10 GK Question Answer।

ରାତି ୧୨ଟା ସମୟରେ କେଉଁଠାରେ ସୂର୍ଯ୍ୟୋଦୟ ହୁଏ
୧. ଦୁନିଆର କେଉଁ ଦେଶ ଯେଉଁଠାରେ ରାତି ୧୨ଟା ସମୟରେ ସୂର୍ଯ୍ୟୋଦୟ ହୁଏ
ସ୍ୱିଡେନ
ନରୱେ
ଋଷ
ଫିନଲ୍ୟାଣ୍ଡ
ଉତ୍ତର: ନରୱେ, ଏହି ଦେଶକୁ ମିଡ୍ ଲାଇଟ୍ ସନ୍ ମଧ୍ୟ କୁହାଯାଏ ।
 
୨. ଭାରତୀୟ ସମ୍ବିଧାନ ଅନୁଯାୟୀ ଭାରତର ରାଷ୍ଟ୍ରପତିକୁ କିଏ ନିଯୁକ୍ତ କରନ୍ତି?
ପ୍ରଧାନମନ୍ତ୍ରୀ
ପ୍ରଧାନ ବିଚାରପତି
ଲୋକସଭା ବାଚସ୍ପତି
ସଂସଦ
ଉତ୍ତର: ସଂସଦ
 
୩. କେଉଁ ବର୍ଷରେ ଭାରତ ଏହାର ପ୍ରଥମ ମହାକାଶ ଉପଗ୍ରହ ଆର୍ଯ୍ୟଭଠ ଉତକ୍ଷେପଣ କରିଥିଲା?
୧୯୭୦
୧୯୭୨
୧୯୭୫
୧୯୮୦
ଉତ୍ତର: ୧୯୭୫
 
୪. ଦୁନିଆର ସବୁଠାରୁ ବଡ ମହାସାଗରର ନାମ କ'ଣ?
ଆଟଲାଣ୍ଟିକ୍ ମହାସାଗର 
ଭାରତ ମହାସାଗର 
ପ୍ରଶାନ୍ତ ମହାସାଗର
ଆଣ୍ଟାର୍କଟିକା ମହାସାଗର 
ଉତ୍ତର: ପ୍ରଶାନ୍ତ ମହାସାଗର 
 
୫. ଭାରତର ସର୍ବୋଚ୍ଚ ପର୍ବତ ଶିଖର ନାମ କଣ?
କାଙ୍ଗଚେଞ୍ଜୁଙ୍ଗା
ନନ୍ଦା ଦେବୀ 
ମାଉଣ୍ଟ ଏଭେରେଷ୍ଟ
ଧୌଲାଗିରି
ଉତ୍ତର: କାଙ୍ଗଚେଞ୍ଜୁଙ୍ଗା
 
୬. ଭାରତର କେଉଁ ରାଜ୍ୟକୁ 'ଦେଶର ଅନ୍ନ ଭଣ୍ଡାର' କୁହାଯାଏ?
ପଞ୍ଜାବ
ହରିୟାଣା
ଉତ୍ତରପ୍ରଦେଶ
ବିହାର 
ଉତ୍ତର: ପଞ୍ଜାବ 
 
୭. କେଉଁ ପଶୁ ଗୋଲାପୀ ଝାଳ ବାହାର କରେ 
ହାତୀ
ହିପୋପୋଟାମସ୍ (ଜଳ ହାତୀ)
ହାଇନା
ଗଧିଆ
 
ସଠିକ୍ ଉତ୍ତର: ହିପୋପୋଟାମସ୍ (ଜଳ ହାତୀ), ଯାହା ଦିନସାରା ପାଣିରେ ରହିଥାଏ ଏବଂ ୩୦ ମିନିଟ୍ ପର୍ଯ୍ୟନ୍ତ ନିଶ୍ୱାସ ଅଟକାଇ ରଖିପାରେ। ଏହାର ଚର୍ମରେ ଏକ ସ୍ୱତନ୍ତ୍ର ଗ୍ରନ୍ଥି ଅଛି ଯେଉଁଥିରୁ ବେଳେବେଳେ ଗୋଲାପୀ-ଲାଲ ରଙ୍ଗର ତେଲିଆ ତରଳ ପଦାର୍ଥ ବାହାରିଥାଏ । ଏହାକୁ ବ୍ଲଡ୍ ସ୍ୱିଟ୍ (Blood Sweat) କିମ୍ବା ସାଧାରଣ ଭାଷାରେ ଗୋଲାପୀ (Pink Sweat) ମଧ୍ୟ କୁହାଯାଏ।
 
୮. କେଉଁ ଭାରତୀୟ ସମ୍ରାଟ କଳିଙ୍ଗ ବିଜୟ କରିବା ପରେ ବୌ ଦ୍ଧ ଧର୍ମ ଗ୍ରହଣ କରିଥିଲେ?
ଚନ୍ଦ୍ରଗୁପ୍ତ ମୈର୍ଯ୍ୟ
ଆକବର 
ଅଶୋକ
ସମଦ୍ରଗୁପ୍ତ 
ଉତ୍ତର: ଅଶୋକ
 
୯. ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ?
ଯମୁନା
ଗଙ୍ଗା
ନର୍ମଦା
ଗୋଦାବରୀ 
ଉତ୍ତର: ଯମୁନା 
 
୧୦. ମିଳିତ ଜାତିସଂଘର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ?
ଜେନେଭା
ନ୍ୟୁୟର୍କ
ଲଣ୍ଡନ 
ପ୍ୟାରିସ୍
ଉତ୍ତର: ନ୍ୟୁୟର୍କ