BSE Odisha 10th result 2023: BSE ଜାରି କଲା ସମେଟିଭ ଫଳାଫଳ, ଫଳାଫଳ ଜାଣିବା ପାଇଁ ଏଠାରେ କରନ୍ତୁ କ୍ଲିକ....
Advertisement

BSE Odisha 10th result 2023: BSE ଜାରି କଲା ସମେଟିଭ ଫଳାଫଳ, ଫଳାଫଳ ଜାଣିବା ପାଇଁ ଏଠାରେ କରନ୍ତୁ କ୍ଲିକ....

BSE Odisha 10th result 2023: ପ୍ରକାଶ ପାଇଛି ସମେଟିଭ ପରୀକ୍ଷା ଫଳାଫଳ। ନିଜର ପରୀକ୍ଷା ଫଳାଫଳ ଜାଣିବା ପାଇଁ ଆପଣ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରିବାକୁ ହେବ। ପରେ ଆବଶ୍ୟକ ତଥ୍ୟ ଦେଇ ଫଳାଫଳ ଦେଖିପାରିବେ। 

BSE Odisha 10th result 2023: BSE ଜାରି କଲା ସମେଟିଭ ଫଳାଫଳ, ଫଳାଫଳ ଜାଣିବା ପାଇଁ ଏଠାରେ କରନ୍ତୁ କ୍ଲିକ....

BSE Odisha 10th result 2023: ଭୁବନେଶ୍ୱର: ଓଡ଼ିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ BSE ସମେଟିଭ ଆସେସମେଣ୍ଟର ଦଶମ ପରୀକ୍ଷା ଫଳାଫଳ ପ୍ରକାଶ କରିଛି। ପରୀକ୍ଷାର୍ଥୀମାନେ ସେମାନଙ୍କର ପରୀକ୍ଷା ଫଳ bseodisha.ac.inରେ ଜାଣିପାରିବେ। ଛାତ୍ରଛାତ୍ରୀମାନେ ନିଜର ସ୍କୁଲ କୋଡ଼ ଓ ପାସଓ୍ୱାର୍ଡ ପକାଇ ସେମାନଙ୍କର ଫଳାଫଳ ଜାଣିପାରିବେ। ଏହା ସହିତ ସେମାନେ ଏହି ପରୀକ୍ଷା ଫଳକୁ ଡାଉନଲୋଡ଼ କରି ନିଜ ପାଖରେ ମଧ୍ୟ ରଖିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ସହିତ ଛାତ୍ରଛାତ୍ରୀମାନେ ଏହି ଲିଙ୍କରେ କ୍ଲିକ କରି  ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ। 

ଏପରି ଚେକ କରନ୍ତୁ ପରୀକ୍ଷା ଫଳ

  • ଛାତ୍ରଛାତ୍ରୀ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ, ଓଡ଼ିଶା ଓ୍ୱେବସାଇଟକୁ ଲଗଇନ କରନ୍ତୁ...
  • ଓ୍ୱେବସାଇଟର ହୋମପେଜରେ ଲାଟେଷ୍ଟ ଅପଡେଟ ସେକ୍ସନରେ କ୍ଲିକ କରନ୍ତୁ। 
  • ଏହା ପରେ ୨୦୨୩-୦୧-୧୮ ଡାଉନଲୋଡ଼ ଟିଆର କ୍ଲାସ-ଏକ୍ସ, ସମେଟିଭି ଆସେସମେଣ୍ଟ-୧ ୨୦୨୨-୨୩ରେ କ୍ଲିକ କରନ୍ତୁ। 
  • ଏହା ପରେ ଛାତ୍ର ନିଜର ଲଗିନ କ୍ରେଡେନସିଆଲଙ୍କୁ ପୂରଣ କରନ୍ତୁ। 
  • ଏଠାରେ ଆପଣଙ୍କର ବିଏସଇ ଓଡ଼ିଶା ସମେଟିଭ ଫଳାଫଳ ସ୍କ୍ରିନରେ ଦେଖାଯିବ। 
  • ଡିଟେଲ୍ସକୁ କ୍ରସ ଚେକ କରନ୍ତୁ ଓ ଏହାର ଭବିଷ୍ୟତରେ ବ୍ୟବହାର କରିବା ପାଇଁ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ।