OCCL Recruitment 2024: ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍ ରେ ବାହାରିଲା ନିଯୁକ୍ତି, ଦରମା ୩୫ ହଜାର ଉପରେ
Advertisement

OCCL Recruitment 2024: ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍ ରେ ବାହାରିଲା ନିଯୁକ୍ତି, ଦରମା ୩୫ ହଜାର ଉପରେ

OCCL Recruitment 2024: ଆଶାୟୀଙ୍କ ପାଇଁ ଖୁସି ଖବର। ଯେଉଁମାନେ ଓଡ଼ିଶାରେ ସରକାରୀ (odisha govt job) ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାର ଦେଇଛନ୍ତି ଖୁସି ଖବର। ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍ ( OCCL) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। 

OCCL Recruitment 2024: ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍ ରେ ବାହାରିଲା ନିଯୁକ୍ତି, ଦରମା ୩୫ ହଜାର ଉପରେ

OCCL Recruitment 2024: ଆଶାୟୀଙ୍କ ପାଇଁ ଖୁସି ଖବର। ଯେଉଁମାନେ ଓଡ଼ିଶାରେ ସରକାରୀ (odisha govt job) ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାର ଦେଇଛନ୍ତି ଖୁସି ଖବର। ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍ ( OCCL) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। କର୍କ, ସିନିୟର ଆକାଉଣ୍ଟାଣ୍ଚ ଏବଂ ଆକାଉଣ୍ଟାଣ୍ଟ କ୍ଲର୍କ ପଦବୀ ପାଇଁ ବାହାରିଛି ନିଯୁକ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହି ନିଯୁକ୍ତି ଅନଲାଇନ ମୋଡରେ ହେବ। 

ALSO READ : OMC Recruitment 2024: ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ ରେ ବାହାରିଲା ବମ୍ପର ନିଯୁକ୍ତ, ୨ ଲକ୍ଷ ଉପରେ ଦରମା

ଆବେଦନ ତାରିଖ:
୫ ଜାନୁଆରୀ ୨୦୨୪ରେ, ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ୨୫ ଜାନୁଆରୀ,୨୦୨୪ ରହିଛି। 

ପଦବୀ ସଂଖା: 
ସିନିୟର ଆକାଉଣ୍ଟାଣ୍ଟ –୧୫ଟି ପୋଷ୍ଟ୍‌
ଆକାଉଣ୍ଟ୍ କ୍ଲର୍କ–୧୩ଟି ପୋଷ୍ଟ୍‌
କ୍ଲର୍କ–୦୩ଟି ପୋଷ୍ଟ୍‌

ବୟସ ସୀମା:
ସର୍ବନିମ୍ନ-୨୧
ସର୍ବାଧିକ -୩୮

ଶିକ୍ଷାଗତ ଯୋଗ୍ୟତା:
ସିନିୟର ଆକାଉଣ୍ଟାଣ୍ଟ- CA ଇଣ୍ଟର /CMA ଇଣ୍ଟର
ଆକାଉଣ୍ଟ୍ କ୍ଲର୍କ-ଏଗ୍ରିମଗେଟ୍‌ରେ ସର୍ବନିମ୍ନ ୫୦% ମାର୍କ ସହିତ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
କ୍ଲର୍କ- ଯେକୌଣସି ବିଷୟରେ ସର୍ବନିମ୍ନ ୫୦% ସହିତ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଦରମା:
ସିନିୟର ଆକାଉଣ୍ଟାଣ୍ଟ-୩୫,୪୦୦/-
ଆକାଉଣ୍ଟାଣ୍ଟ କ୍ଲର୍କ-୨୧,୭୦୦/-
କ୍ଲର୍କ-୨୧,୭୦୦/-

ଚୟନ ପ୍ରକ୍ରିୟା:
କମ୍ପ୍ୟୁଟର ଆଧାରିତ ପରୀକ୍ଷା
ଦକ୍ଷତା ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ ଶୁକ୍ଲ:
UR/OBC/EWS – ୫୦୦ ଟଙ୍କା/-
SC/ST -୩୦୦ ଟଙ୍କା /-

ଆଗ୍ରହୀ ପ୍ରାର୍ଥୀମାନେ OCCLର ଅଫିସିଆଲ ୱେବ୍‌ସାଇଟ୍‌ https://odishaconstruction.com/କୁ ଯାଇ ଆବେଦନ କରି ପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Clerk / Senior Accountant and Accounts Clerk Posts Recruitment 2024 Notification ଉପରେ କ୍ଲିକ୍ କରି ଦେଖିପାରିବେ।