JEE Main 2025: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଠୁ ଆରମ୍ଭ ହେବ ଜେଇଇ ମେନ୍ ଏକଜାମ୍
Advertisement
Article Detail0/zeeodisha/odisha2585612

JEE Main 2025: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଠୁ ଆରମ୍ଭ ହେବ ଜେଇଇ ମେନ୍ ଏକଜାମ୍

JEE Main 2025: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ  ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ) ମେନ୍ -୨୦୨୫ ସେସନ୍-୧। ୨ ଟି ସିପ୍ଟରେ ୩୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। 

 

JEE Main 2025: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଠୁ ଆରମ୍ଭ ହେବ ଜେଇଇ ମେନ୍ ଏକଜାମ୍

JEE Main 2025: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ  ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ) ମେନ୍ -୨୦୨୫ ସେସନ୍-୧। ୨ ଟି ସିପ୍ଟରେ ୩୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ।  ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)  ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି।  କାର୍ଯ୍ୟସୂଚୀ ଅନୁସାରେ, ପେପର-୧(ବିଇ/ ବି-ଟେକ୍) ପରୀକ୍ଷା ୨୨, ୨୩,୨୪,୨୮,  ଏବଂ ୨୯ ରେ ଅନୁଷ୍ଠିତ ହେବ।  ପ୍ରଥମ ସିପ୍ଟ ସକାଳ ୯ ଟାରୁ  ଦିନ ୧୨ ଟାଏ ଯାଏଁ ହେବ। ସେହିପରି ଦ୍ବୀତିୟ ସିପ୍ଟ ଅପରାହ୍ନ ୩ ଟାରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହେବ।  ତେବେ, ଜାନୁଆରୀ ୩୦ ରେ  ପେପର-୨ଏ( ବି.ଆର୍କ), ପେପର-୨ବି (ବି.ପ୍ଲାନିଂ), ପେପର-୨ଏ ଆଣ୍ତ ବି୨ ( ବି. ଆର୍କ ଏବଂ ବି.ପ୍ଲାନିଂ) ପରୀକ୍ଷା ହେବ। ଏହା କେବଳ ଦ୍ବୀତିୟ ସିପ୍ଟରେ ଅର୍ଥାତ୍ ଅପରାହ୍ନ ୩ଟାରୁ  ସଂନ୍ଧ୍ୟା ସାଢେ ୬ଟା ଯାଏଁ ହେବ। ଏନେଇ ସମସ୍ତ ସୂଚନା ଏନଟିସି ଓ୍ବେବସାଇଟ୍  www.nta.ac.in ରେ ଉପଲବ୍ଧ। 

 

ALSO READ: Shani Guru Yuti 2025: ଏହିସବୁ ରାଶିଙ୍କ ସବୁ ଇଚ୍ଛା ପୂରଣ କରିବେ ଶନି-ବୃହସ୍ପତି, ବର୍ଷ ତମାମ ରହିବେ ମାଲାମାଲ୍!

ALSO READ: Today Horoscope: ସତର୍କ ରୁହନ୍ତୁ ଏହିସବୁ ରାଶି,କର୍ମକ୍ଷେତ୍ରରେ ଦେଖାଦେବ ବିବାଦ ସହ ମିଳିପାରେ ଅଶୁଭ ଖବର; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?