ଫେବୃଆରୀ ୧୫ରୁ ଆରମ୍ଭ ହେବ CBSE ବୋର୍ଡ ପରୀକ୍ଷା, ଏଠାରେ ଦେଖନ୍ତୁ ସୂଚୀ
Advertisement
Article Detail0/zeeodisha/odisha2007461

ଫେବୃଆରୀ ୧୫ରୁ ଆରମ୍ଭ ହେବ CBSE ବୋର୍ଡ ପରୀକ୍ଷା, ଏଠାରେ ଦେଖନ୍ତୁ ସୂଚୀ

CBSE Exam Date 2024: CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ବୋର୍ଡ ପରୀକ୍ଷା ପାଇଁ ତାରିଖ ତାରିଖ ପ୍ରକାଶ କରିଛି ।

 

CBSE Data Sheet 2024

CBSE Data Sheet 2024: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ କରିଛି । ଏଥର ବୋର୍ଡ ପରୀକ୍ଷା ୧୫ ଫେବୃଆରୀ ୨୦୨୪ ରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ ମାନେ ଅଫିସିଆଲ୍ ସାଇଟ୍ ଭିଜିଟ୍ କରି ପରିକ୍ଷା ସୂଚୀ ଡାଉନଲୋଡ୍ କରିପାରିବେ । ଛାତ୍ରଛାତ୍ରୀ ମାନେ ଏଠାରେ ଉଲ୍ଲେଖ କରାଯାଇଥିବା ଷ୍ଟେପଗୁଡିକ ମାଧ୍ୟମରେ ପରିକ୍ଷା ସୂଚୀ  ମଧ୍ୟ ଡାଉନଲୋଡ୍ କରିପାରିବେ ।

ଜରୁରୀ ୱେବସାଇଟ୍

cbse.gov.in

cbse.nic.in

ଏପରି କରନ୍ତୁ ଡାଉନଲୋଡ୍

  • ଷ୍ଟେପ୍ -1: ସର୍ବପ୍ରଥମେ CBSE ର ଅଫିସିଆଲ୍ ସାଇଟ୍ cbse.nic.in କୁ ଯାଆନ୍ତୁ ।
  • ଷ୍ଟେପ୍- 2: ଏହା ପରେ, ହୋମପେଜରେ ଥିବା CBSE ଟ୍ୟାବରେ ପହଞ୍ଚିବା ପର୍ଯ୍ୟନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ ।
  • ଷ୍ଟେପ୍-  3: ଏହାପରେ ଦଶମ / ଦ୍ୱାଦଶ ଶ୍ରେଣୀର ପରିକ୍ଷା ସୂଚୀ ଖୋଲନ୍ତୁ ।
  • ଷ୍ଟେପ୍- 4: ବର୍ତ୍ତମାନ ଏହାକୁ ଡାଉନଲୋଡ୍ କରନ୍ତୁ ।
  • ଷ୍ଟେପ୍- 5: ଶେଷରେ, ପରିକ୍ଷା ସୂଚୀରୁ ଏକ ପ୍ରିଣ୍ଟ୍ ବାହାର କରି ରଖିନିଅନ୍ତୁ ।