OAVS Recruitment: ଓଡିଶା ଆଦର୍ଶ ବିଦ୍ୟାଳୟରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କେବେଠୁ କରିବେ ଆବେଦନ..
Advertisement

OAVS Recruitment: ଓଡିଶା ଆଦର୍ଶ ବିଦ୍ୟାଳୟରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କେବେଠୁ କରିବେ ଆବେଦନ..

OAVS Recruitment: ଓଡ଼ିଶାରେ ଶିକ୍ଷକ ଚାକିରି କରିବା ପାଇଁ ଇଚ୍ଛୁକ ଥିବ ଯୁବପିଢିଙ୍କ ପାଇଁ ଖୁସି ଖବର। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS) ତରଫରୁ ୧୩୪୨ ଜଣ ପ୍ରିନ୍ସିପାଲ ଓ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷା କ୍ଷେତ୍ର(Education Sector)ରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ସୁଯୋଗ।

OAVS Recruitment: ଓଡିଶା ଆଦର୍ଶ ବିଦ୍ୟାଳୟରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କେବେଠୁ କରିବେ ଆବେଦନ..

OAVS Recruitment: ଓଡ଼ିଶାରେ ଶିକ୍ଷକ ଚାକିରି କରିବା ପାଇଁ ଇଚ୍ଛୁକ ଥିବ ଯୁବପିଢିଙ୍କ ପାଇଁ ଖୁସି ଖବର। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS) ତରଫରୁ ୧୩୪୨ ଜଣ ପ୍ରିନ୍ସିପାଲ ଓ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷା କ୍ଷେତ୍ର(Education Sector)ରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ସୁଯୋଗ। ନିକଟରେ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik) ଘୋଷଣା କରିଥିବା ବେଳେ ପୁଣି ଆସିଛି ଏକ ଖୁସି ଖବର। ଆବେଦନ ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ଏହି ନୋଟିଫିକେସନ ଲିଙ୍କ ଉପରେ କ୍ଲିକ୍  କରି ଅଧିକ ତଥ୍ୟ ପାଇପାରିବେ  https://oav.edu.in/documents/oav/recruitments/240307120341_Indicative_Advertisement_01-_2024-OAV.pdf

ଆବେଦନ ତାରିଖ:

-ଏପ୍ରିଲ୍ ୧ରୁ ଆରମ୍ଭ ହେଉଛି ଅନଲାଇନ୍ ଆବେଦନ ତାରିଖ

-ଏହି ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ

- ମେ ମାସ ୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ପେମେଣ୍ଟ ଦାଖଲ କରିପାରିବେ

ଶିକ୍ଷାଗତ ଯୋଗ୍ୟତା:

PGT ଶିକ୍ଷକ ପାଇଁ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ୫୦% ମାର୍କ ସହିତ ମାଷ୍ଟର ଡିଗ୍ରୀ ଏବଂ ବିଏଡ୍ ରଖାଯାଇଛି। ସେହିପରି TGT ଶିକ୍ଷକ ପାଇଁ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ୫୦% ମାର୍କ ସହିତ ବ୍ୟାଚଲର୍ ଡିଗ୍ରୀ ଏବଂ ବିଏଡ୍ କରିଥିବା ଆବଶ୍ୟ।

ବୟସ ସୀମା:

ମେଡିକାଲ୍ ଅଫିସର ସର୍ବାଧିକ ବୟସ – ୨୧ ବର୍ଷ

ଅନ୍ୟାନ୍ୟ ପଦବୀର ସର୍ବାଧିକ ବୟସ – ୬୫ ବର୍ଷ