Advertisement
Photo Details/zeeodisha/odisha1305236
photoDetails0hindi

Odisha Flood Update; ଫଟୋରେ ଦେଖନ୍ତୁ ରାଜ୍ୟର ବନ୍ୟା ବିଭିଷିକାର ଦୃଶ୍ୟ

ଭୁବନେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ବିପଦଶଂଙ୍କୁଳ ଅବସ୍ଥାରେ ରାଜ୍ୟର ନଦୀକୁଳିଆ ଗ୍ରାମବାସୀ। ରାଜ୍ୟର ବିଭିନ୍ନ ନଦୀରେ ଭୟାବହ ବନ୍ଯା ପାଣି ପ୍ରଭାବିତ ହେଉଥିବା ବେଳେ କେତେକ ସ୍ଥାନରେ ଯାତାୟତ ବିଛିନ୍ନ ହୋଇଛି। ତେବେ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ବୁଲି ଦେଖିବା ସହିତ ଲଘୁଚାପ ଓ ବନ୍ୟା ପ୍ଲାବିତ ଅଞ୍ଚଳର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି।

1/19

2/19

3/19

4/19

5/19

6/19

7/19

8/19

9/19

10/19

11/19

12/19

13/19

14/19

15/19

16/19

17/19

18/19

19/19