Advertisement
Photo Details/zeeodisha/odisha2456558
photoDetails0hindi

Surya Grahan 2024: ସୂର୍ଯ୍ୟ ପରାଗ ଶୁଭ ପ୍ରଭାବ, ଆଜି ରାତିରୁ ବଦଳିଯିବ ଏହି ୩ ରାଶିର ଭାଗ୍ୟ

Surya Grahan 2024: ଆଜି ଅର୍ଥାତ୍ ଅକ୍ଟୋବର ୨ ବୁଧବାର ଦିନ ବର୍ଷର ଶେଷ ସୂର୍ଯ୍ୟ ପରାଗ ରାତି ୯ଟା୧୩ମିନିଟ୍ ସମୟରେ ହେବ । ଏହି ସୂର୍ଯ୍ୟପରାଗ ଅକ୍ଟୋବର ୩ ଗୁରୁବାର ଦିନ ୩ଟା୧୭ ମିନିଟରେ ଶେଷ ହେବ । ଏହି ସୂର୍ଯ୍ୟପରାଗ ରାତିରେ ଘଟୁଥିବା କାରଣରୁ ଏହାକୁ ଭାରତରେ ବିଚାରକୁ ନିଆଯାଉ ନାହିଁ । ତଥାପି, ସୂର୍ଯ୍ୟ ପରାଗ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଭିନ୍ନ ପ୍ରଭାବ ପକାଇପାରେ । ଏହି ସୂର୍ଯ୍ୟ ପରାଗ କେତେକଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ ।

1/5

Surya Grahan 2024: ଆଜି ଆମେ ଆପଣଙ୍କୁ ଏପରି ୩ ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସୂର୍ଯ୍ୟ ପରାଗ କାରଣରୁ ଶୁଭ ପ୍ରଭାବ ପାଇବେ ।

2/5

କନ୍ୟା ରାଶି

ଆପଣଙ୍କ ପାଇଁ ସୂର୍ଯ୍ୟ ପରାଗ ଲାଭଦାୟକ ହେବ । ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ପାଇବେ । ସମାଜରେ ଆପଣଙ୍କ ମାନ ସମ୍ମାନ  ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ସୁଦୃଢ ହେବ । ଚାକିରି କରୁଥିଲେ ଆପଣ ପଦୋନ୍ନତି ପାଇପାରନ୍ତି । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ବ୍ୟବସାୟରେ ଅଗ୍ରଗତି କରିବାର ଅନେକ ସମ୍ଭାବନା ରହିଛି । ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଆପଣଙ୍କ ନିଷ୍ପତ୍ତି ଶୁଭ ଫଳ ପ୍ରଦାନ କରିବ ।

3/5

ବିଛା ରାଶି

ସୂର୍ଯ୍ୟ ପରାଗ କାରଣରୁ ଆଗାମୀ କିଛି ଦିନ ପାଇଁ ଆପଣ ବହୁତ ଲାଭଦାୟକ ଫଳାଫଳ ପାଇବେ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇପାରିବେ । ସାମାଜିକ କାର୍ଯ୍ୟରେ ଭାଗ ନେଇପାରିବେ । କାର୍ଯ୍ୟରେ ଅଗ୍ରଗତି କରିପାରନ୍ତି । କ୍ୟାରିୟର କ୍ଷେତ୍ରରେ ଚାପ ଅନୁଭବ କରୁଥିଲେ ସେଥିରୁ ମୁକ୍ତି ପାଇବେ ।

4/5

ମକର ରାଶି

ଆପଣଙ୍କ ପାଇଁ ସୂର୍ଯ୍ୟପରାଗ ଲାଭଦାୟକ ହେବ । ଆର୍ଥିକ ସଙ୍କଟରୁ ଆପଣ ମୁକ୍ତି ପାଇବେ । ସାମାଜିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବଢିବ । ସମାଜରେ ଏକ ନୂଆ ପରିଚୟ ସୃଷ୍ଟି ହୋଇପାରେ । ଜୀବନରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଆପଣ ସୂର୍ଯ୍ୟଦେବଙ୍କ ବିଶେଷ କୃପା ପାଇବେ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।