Advertisement
Photo Details/zeeodisha/odisha2580791
photoDetails0hindi

Mars Transit 2025: ୨୧ ଦିନ ପରେ ଜୀବନରୁ ଦୂର ହୋଇଯିବ ଦୁଃଖ ଯନ୍ତ୍ରଣା, ୩ ରାଶିକୁ ବଡ଼ ଲାଭ

Mars Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ଜାନୁୟାରୀ ୨୧, ୨୦୨୫ରେ ଦିନ ୯ଟା ୩୭ ରେ ମିଥୁନ ରାଶିରେ ଚଳନ କରିବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ମଙ୍ଗଳ ଚଳନରୁ ଉପକୃତ ହେବାକୁ ଯାଉଛନ୍ତି ।

1/5

Mars Transit 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ଜାନୁୟାରୀ ୨୧, ୨୦୨୫ରେ ଦିନ ୯ଟା ୩୭ ରେ ମିଥୁନ ରାଶିରେ ଚଳନ କରିବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ମଙ୍ଗଳ ଚଳନରୁ ଉପକୃତ ହେବାକୁ ଯାଉଛନ୍ତି ।

2/5

ମେଷ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆପଣଙ୍କ ଆରାଧ୍ୟ ହେଉଛନ୍ତି ମଙ୍ଗଳ। ତେଣୁ ଆପଣଙ୍କ ପ୍ରତି ମଙ୍ଗଳଙ୍କର ବିଶେଷ ଆଶୀର୍ବାଦ ରହିଛି । ଛାତ୍ରଛାତ୍ରୀମାନେ ଉପକୃତ ହେବେ । କର୍ମକ୍ଷେତ୍ରରେ ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ । ନୂଆ ବର୍ଷରେ ଜୀବନରେ ଉଚ୍ଚ ସ୍ଥିତି ହାସଲ କରିପାରିବେ । ବ୍ୟବସାୟୀଙ୍କ ଆର୍ଥିକ ଦିଗ ସୁଦୃଢ ହେବ । ନୂଆ ସମ୍ପତ୍ତି କିଣି ପାରନ୍ତି । ବିବାହିତ ବ୍ୟକ୍ତିଙ୍କ ପାରିବାରିକ ଜୀବନରେ ସୁଖର ପରିବେଶ ରହିବ ।

3/5

କର୍କଟ ରାଶି

ଆପଣଙ୍କ ଉପରେ ମଧ୍ୟ ଶୁଭ ପ୍ରଭାବ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତୀର ସୁଯୋଗ ମିଳିବ । କୌଣସି କ୍ରନିକ ରୋଗ ଥିଲେ ଯନ୍ତ୍ରଣାରୁ ମୁକ୍ତି ପାଇବେ । ଜୀବନସାଥୀଙ୍କ ସହ ବିଦେଶ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ଅବିବାହିତ ବ୍ୟକ୍ତିଙ୍କ ବିବାହ ସ୍ଥିର ହୋଇପାରେ । ପରିବାର ସଦସ୍ୟଙ୍କ ସମର୍ଥନ ଆପଣ ପାଇବେ ।

4/5

ବିଛା ରାଶି

ମଙ୍ଗଳ ଗ୍ରହଙ୍କ ବିଶେଷ ଆଶୀର୍ବାଦ ଆପଣ ପାଇବେ । ଛାତ୍ରଛାତ୍ରୀମାନେ କଠିନ ପରିସ୍ଥିତିର ସାମ୍ନା କରିବେ । ଯୁବକ ଯୁବତୀମାନେ କ୍ୟାରିଅରରେ ଅଗ୍ରଗତି କରିବେ । ବ୍ୟବସାୟୀଙ୍କ କାର୍ଯ୍ୟରେ ସ୍ଥିରତା ରହିବ । ଚାକିରି କ୍ଷେତ୍ରରେ ଆୟ ବୃଦ୍ଧି ହୋଇପାରେ । ପାରିବାରିକ ଜୀବନରେ ଥିବା ସମସ୍ୟା ଶେଷ ହେବ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।