Panchang Today 5th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ତିଥି ଓ ଶୁଭ ସମୟ...
Advertisement
Article Detail0/zeeodisha/odisha2189581

Panchang Today 5th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ତିଥି ଓ ଶୁଭ ସମୟ...

Panchang Today 5th April 2024: ଆଜିର ପଞ୍ଚାଙ୍ଗରେ ଜାଣନ୍ତୁ ତିଥି ନକ୍ଷତ୍ର ସମେତ ଶୁଭ ଏବଂ ଅଶୁଭ ସମୟ...

Panchang Today 5th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ତିଥି ଓ ଶୁଭ ସମୟ...

Panchang Today 5th April 2024:

ଅଦ୍ୟ ଅପ୍ରେଲ ମାସ ୦୫ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୫ 
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- କୃଷ୍ଣପକ୍ଷ
ତିଥି- ଏକାଦଶୀ ଦିନ ଘ୦୧/୪୫ ଗତେ ଦ୍ଵାଦଶୀ
ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୬/୫୫ ଗତେ ଶତଭିଷା
ଚନ୍ଦ୍ର-ମକର ଦିନ ଘ୦୭/୫୮ ଗତେ  କୁମ୍ଭ 
ଯୋଗ-  ସାଧ୍ୟ
କରଣ - ବାଳବ
ସୌରମାସ- ମୀନ ୨୩ ଦିନ

ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୨୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୩୫

ଯୋଗିନୀ ଅଗ୍ନିକୋଣେ ଦିବା ଘ୦୧/୪୫ ଗତେ ନୈରୁତେ
ଏକାଦଶୀ ଓ ଦ୍ୱାଦଶିର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର
ବିଛା, ଧନୁ ଓ ମୀନ ରାଶି ର ଘାତବାର

କାଳବେଳା ଓ ବାରବେଳା - ଦିବା ଘ୦୮/୪୩ ଗତେ ଘ୧୧/୪୭ ମଧ୍ୟେ

ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୦୬/୧୭ ମଧ୍ୟେ ଓ ଘ୦୮/୦୫ ଗତେ ଘ୦୮/୪୩ ଓ ଘ୧୨/୫୨ ଗତେ ଘ୦୨/୩୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୯ଗତେ ଘ୧୧/୩୭

ଅଦ୍ୟ ଶିମ୍ବ ଦିବା ଘ୧୧/୪୫ ଗତେ ପୋଇ ଭକ୍ଷଣ ନିଷେଧ

ତଥ୍ୟ- ଜ୍ୟୋତିଷ ଡ ବାୟୁନନ୍ଦନ ମିଶ୍ର 

Also Read- Mangal Gochar: ମୀନ ରାଶିରେ ମଙ୍ଗଳ ଚଳନ, କର୍କଟ ସମେତ ଏହି ରାଶିକୁ ବଡ଼ ଫାଇଦା

Also Read- Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ