Panchang Today 19th April 2024: ଆଜିର ପଞ୍ଚାଙ୍ଗରେ ଜାଣନ୍ତୁ ତିଥି ନକ୍ଷତ୍ର ସମେତ ଶୁଭ-ଅଶୁଭ ସମୟ କାଳବେଳା ଓ ବାରବେଳା...
Trending Photos
Panchang Today 19th April 2024:
ଅଦ୍ୟ ଅପ୍ରେଲ ମାସ ୧୯ ତାରିଖ ୨୦୨୪ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- ଶୁକ୍ଳପକ୍ଷ
ତିଥି- ଏକାଦଶୀ ରାତ୍ରି ଘ୦୮/୦୫ ଗତେ ଦ୍ୱାଦଶୀ
ନକ୍ଷତ୍ର- ମଘା ଦିବା ଘ୧୦/୫୬ ଗତେ ପୁର୍ବା ଫାଲଗୁନୀ
ଚନ୍ଦ୍ର- ସିଂହ
ଯୋଗ- ବୃଦ୍ଧି
କରଣ - ବିଷ୍ଟି
ସୌରମାସ- ମେଷ ୦୬ ଦିନ
ସୁର୍ଯ୍ୟୋଦୟ-ପ୍ରାତଃ ଘ୦୫/୩୦/୦୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୫୭
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୮/୦୫ ଗତେ ନୈରୁତେ
ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର
ବିଛା ,ଧନୁ ଓ ମୀନ ରାଶି ର ଘାତବାର
ଅଦ୍ୟ ମୃତେ ରାତ୍ରି ଘ ୦୮/୦୪ ଗତେ ୧ ପାଦ ପୁଷ୍କରଦୋଷ
କାଳବେଳା ଓ ବାରବେଳା - ଦିବା ଘ୦୮/୩୭ ଗତେ ଘ୧୧/୪୫ ମଧ୍ୟେ
ବିଶୁଦ୍ଧ ଶୁଭ ବେଳା- ଦିବ ଘ୦୬/୨୦ ମଧ୍ୟେ ଓ ଘ୦୭/୦୯ ଗତେ ଘ୦୮/୩୬ ମଧ୍ୟେ ଓ ଘ୧୨/୧୦ ଗତେ ଘ୦୨/୪୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ ୦୯/୦୫ଗତେ ଘ୦୯/୫୨ ମଧ୍ୟେ
ଅଦ୍ୟ ଶିମ୍ବ ରାତ୍ରି ଘ୦୮/୦୫ ଗତେ ପୋଇ ଭକ୍ଷଣ ନିଷେଧ
ଜ୍ୟୋତିଷ ଡ: ବାୟୁନନ୍ଦନ ମିଶ୍ର
Also Read- Mangal Shukra Gochar 2024: ମଙ୍ଗଳ-ଶୁକ୍ର ଚଳନ ପ୍ରଭାବରୁ ୪ ରାଶି ହେବେ ଭାଗ୍ୟବାନ
Also Read- Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି