Panchang Today 22th March 2024: ଜାଣନ୍ତୁ ଆଜିର ତିଥି ନକ୍ଷତ୍ର ସହ ଶୁଭ ସମୟ ଓ କାଳବେଳା
Advertisement

Panchang Today 22th March 2024: ଅଦ୍ୟ ମାର୍ଚ୍ଚ ମାସ ୨୨ ତାରିଖ ୨୦୨୪ ମସିହା(ଶୁକ୍ରବାର)

ଶକାବ୍ଦ -୧୯୪୫ 
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ତ୍ରୟୋଦଶୀ
ନକ୍ଷତ୍ର- ମଘା 
ଚନ୍ଦ୍ର-ସିଂହ
ଯୋଗ-  ଧୃତି
କରଣ - କୌଲବ
ସୌରମାସ- ମୀନ ୦୯ ଦିନ

ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୩୯

ଯୋଗିନୀ ଦକ୍ଷିଣେ
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର 
ବିଛା,ଧନୁ ଓ ମୀନ ରାଶି ର ଘାତବାର

କାଳବେଳା ଓ ବାରବେଳା - ଦିବା ଘ୦୮/୫୦ ଗତେ ଘ୧୧/୫୧ ମଧ୍ୟେ

ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୨୯ ମଧ୍ୟେ ଓ ଘ୦୧/୦୩ ଗତେ ଘ୦୨/୪୦ ମଧ୍ୟେ ଓ ଘ୦୪/୧୫ ଗତେ ଘ୦୫/୫୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୧ ଗତେ ଘ୦୧୧/୨୪ ମଧ୍ୟେ

ଅଦ୍ୟ  ବାଇଗଣ ଭକ୍ଷଣ ନିଷେଧ

ତଥ୍ୟ-  ଜ୍ୟୋତିଷ ଡ:ବାୟୁନନ୍ଦନ ମିଶ୍ର  

Also Read- Budhaditya Yog: ଆଜି ବୁଦ୍ଧାଦିତ୍ୟ ଯୋଗ, ୫ଟି ରାଶିକୁ ମିଳିବ ଶୁଭଫଳ

Also Read- Shukra Gochar 2024: ୩୧ ମାର୍ଚ୍ଚରେ ମୀନ ରାଶିରେ ଶୁକ୍ର ଚଳନ, ୩ ରାଶିକୁ ବଡ଼ ଫାଇଦା