Panchang Today 21th March 2024: ଜାଣନ୍ତୁ ଆଜିର ତିଥି ନକ୍ଷତ୍ର ସହ ଶୁଭ ସମୟ ଓ କାଳବେଳା
Advertisement

Panchang Today 21th March 2024: ମାର୍ଚ୍ଚ ମାସ ୨୧ ତାରିଖ ୨୦୨୪ ମସିହା (ଗୁରୁବାର)

ଶକାବ୍ଦ -୧୯୪୫ 
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ଦ୍ଵାଦଶୀ  ରାତ୍ରି  ଘ ୦୪/୫୬ ପର୍ଯ୍ୟନ୍ତ  ତଦନ୍ତେ ତ୍ରୟୋଦଶୀ
ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୨/୨୦ ପର୍ଯ୍ୟନ୍ତ  ତଦନ୍ତେ ମଘା 
ଚନ୍ଦ୍ର- କର୍କଟ ରାତ୍ରି ଘ୦୨/୨୦ ପର୍ଯ୍ୟନ୍ତ  ତଦନ୍ତେ ସିଂହ
ଯୋଗ-  ସୁକର୍ମା
କରଣ - ବବ
ସୌରମାସ- ମୀନ ୦୮ ଦିନ

ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୦୯

ଯୋଗିନୀ ନୈରୁତେ ରାତ୍ରି ଘ୦୪/୫୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ
ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର 
ତୁଳା ଓ କୁମ୍ଭ ରାଶି ର ଘାତବାର

କାଳବେଳା ଓ ବାରବେଳା - ଦିବା ଘ୦୨/୫୬ ଗତେ ଘ୦୫/୫୭ ମଧ୍ୟେ
ବିଶୁଦ୍ଧ ଅମୃତ ବେଳ। - ରାତ୍ରି ଘ୦୧/୧୦ ଗତେ ଘ୦୩/୩୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୨୦ ମଧ୍ୟେ ଓ ଘ୧୦/୪୧ ଗତେ ଘ୦୧/୦୪ ମଧ୍ୟେ
ଅଦ୍ୟ  ପୋଇ ଭକ୍ଷଣ ନିଷେଧ

ତଥ୍ୟ- ଜ୍ୟୋତିଷ ଡ:ବାୟୁନନ୍ଦନ ମିଶ୍ର

Also Read- Shukra Gochar 2024: ୩୧ ମାର୍ଚ୍ଚରେ ମୀନ ରାଶିରେ ଶୁକ୍ର ଚଳନ, ୩ ରାଶିକୁ ବଡ଼ ଫାଇଦା

Also Read- Surya Gochar 2024: ଆଜି ରାତିରୁ ବଦଳିଯିବ ଭାଗ୍ୟ, ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ ଓ ସମ୍ମାନ