Advertisement
Photo Details/zeeodisha/odisha1091872
photoDetails0hindi

ବୋଲ୍ଡ ୱେବ୍ ସିରିଜର କ୍ୱିନ୍ ହେଉଛନ୍ତି 'ସପ୍ନା ଭାବି', ଏସବୁ ସିରିଜରେ ଦେଇଛନ୍ତି ଅତ୍ୟଧିକ ହଟ୍ ସିନ୍

Sapna Bhabhi Hot Pics: ଅଭିନେତ୍ରୀ ସପ୍ନା ସପୁ (Sapna Sappu) ଓରଫ ସପ୍ନା ଭାବି (Sapna Bhabhi) ନିଜର ବୋଲ୍ଡ ଇମେଜ୍ ପାଇଁ ଜଣାଶୁଣା । କେବଳ ଚଳଚ୍ଚିତ୍ରରେ ନୁହେଁ, ସେ ବାସ୍ତବ ଜୀବନରେ ମଧ୍ୟ ବହୁତ ବୋଲ୍ଡ ଅଟନ୍ତି । ଅନେକ ୱେବ୍ ସିରିଜ୍ (web series) ଓ ଚଳଚ୍ଚିତ୍ରରେ ଅନ୍ତରଙ୍ଗ ଦୃଶ୍ୟ (intimate scenes) ଦେଇ ସେ ଜବରଦସ୍ତ ଲୋକପ୍ରିୟତା ହାସଲ କରିଛନ୍ତି ।

1/8

ନୂଆଦିଲ୍ଲୀ: Sapna Bhabhi Hot Pics: ଅଭିନେତ୍ରୀ ସପ୍ନା ସପ୍ପୁ (Sapna Sappu) ଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ୱେବ୍ ସିରିଜ୍ 'ସପନା ଭାବି' (Sapna Bhabhi) ରେ ବୋଲ୍ଡ ସିନ୍ (Bold Scene) ଦେଇ ସେ ହଇଚଇ ସୃଷ୍ଟି କରିଥିଲେ । ସପ୍ନା ସୋପୁ ସୋସିଆଲ ମିଡିଆ (Social Media) ରେ ବହୁତ ସକ୍ରିୟ ରୁହନ୍ତି ଓ ନିଜର ବୋଲ୍ଡନେସ ମାଧ୍ୟମପେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରି ଚାଲିଛନ୍ତି । ସପ୍ନାଙ୍କ ହଟ୍ ଫଟୋ ଏଠାରେ ଦେଖନ୍ତୁ ...

ବୋଲ୍ଡନେସରେ ଲଳିତା ଭାବିଙ୍କୁ ଦିଅନ୍ତି ମାତ୍

2/8
ବୋଲ୍ଡନେସରେ ଲଳିତା ଭାବିଙ୍କୁ ଦିଅନ୍ତି ମାତ୍

ଅଭିନେତ୍ରୀ ସପ୍ନା ସପୁ (Sapna Sappu) ଙ୍କ ବୋଲ୍ଡନେସ ଆଗରେ କବିତା ଭାବି ଓ ଲଳିତା ଭାବି ମଧ୍ୟ ଫେଲ୍। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଓ ନିଜର ହଟ୍ ଫଟୋ (Sapna Sappu Hot Pics) ମାଧ୍ୟମରେ ହଇଚଇ ସୃଷ୍ଟି କରନ୍ତି ।

ଏହି ୱେବ୍ ସିରିଜରେ ଦେଇଥିଲେ ଅଧିକ ବୋଲ୍ଡ ସିନ୍

3/8
ଏହି ୱେବ୍ ସିରିଜରେ ଦେଇଥିଲେ ଅଧିକ ବୋଲ୍ଡ ସିନ୍

ୱେବ୍ ସିରିଜ୍ 'ସପ୍ନା ଭାବି' (Sapna Bhabhi) ରେ ସପନା ସପୁ (Sapna Sappu) ବୋଲ୍ଡନେସର ସମସ୍ତ ସୀମା ପାର କରିଥିଲେ । ସେ ଏହି ସିରିଜରେ ବହୁତ ବୋଲ୍ଡ  ସିନ୍ ଦେଇଛନ୍ତି ।

ସିରିଜର ପ୍ରତ୍ୟେକ ସିଜନ ବଢ଼ାଇଛି ପାରା

4/8
ସିରିଜର ପ୍ରତ୍ୟେକ ସିଜନ ବଢ଼ାଇଛି ପାରା

ଅଭିନେତ୍ରୀଙ୍କ ୱେବ୍ ସିରିଜ୍ 'ସପ୍ନା ଭାବି' (Sapna Bhabhi) ନ୍ୟୁଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା । ଏହି ୱେବ୍ ସିରିଜ ପାରା ବଢ଼ାଇ ଦେଇଥିଲା । ଏହି ସିରିଜର ଅନେକ ସିଜନ ଆସିସାରିଛି ।

ପ୍ରକୃତ ନାଁ ହେଉଛି ଜରୀନ ଶେଖ (Zareen Sheikh)

5/8
ପ୍ରକୃତ ନାଁ ହେଉଛି ଜରୀନ ଶେଖ (Zareen Sheikh)

ସପ୍ନା ସପୁ (Sapna Bhabhi) ଙ୍କ ପ୍ରକୃତ ନାମ ହେଉଛି ଜରୀନ୍ ଶେଖ (Zareen Sheikh) ଓ ସେ ୧୯୯୮ ମସିହାରେ ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ଙ୍କ ଚଳଚ୍ଚିତ୍ର 'ଗୁଣ୍ଡେ'(Gunday) ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ:-PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା! ନୂଆ ନିୟମ ଆଣୁଛନ୍ତି ମୋଦି ସରକାର

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ, ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏହା ବି ପଢ଼ନ୍ତୁ:-ଏହି ୱେବ୍ ସିରିଜ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍! ମାଳ ମାଳ ବୋଲ୍ଡ ସିନ୍ ଦେଇଛନ୍ତି ଏହି ଅଭିନେତ୍ରୀ

୨୦୦ ଫିଲ୍ମରେ କରିସାରିଛନ୍ତି କାମ

6/8
୨୦୦ ଫିଲ୍ମରେ କରିସାରିଛନ୍ତି କାମ

ଜରୀନ ଶେଖ ଓରଫ ସପ୍ନା ଭାବି (Sapna Bhabhi) ଗୁଜରାଟୀ, ଭୋଜପୁରୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ସମେତ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

ମିଥୁନ ଚକ୍ରବର୍ତ୍ତୀଙ୍କ ଶେୟାର କରିସାରିଛନ୍ତି ସ୍କ୍ରୀନ

7/8
ମିଥୁନ ଚକ୍ରବର୍ତ୍ତୀଙ୍କ ଶେୟାର କରିସାରିଛନ୍ତି ସ୍କ୍ରୀନ

ସପ୍ନା ସପୁ (Sapna Sappu) ୮୦ରୁ ୯୦ ଦଶକ ମଧ୍ୟରେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ବି ଗ୍ରେଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

ହୋଇସାରିଛି ଛାଡ଼ପତ୍ର

8/8
ହୋଇସାରିଛି ଛାଡ଼ପତ୍ର

ସପ୍ନା ସପୁ (Sapna Sappu) ୨୦୧୩ରେ ଗୁଜୁରାଟର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଏବେ ସେ ପୁଅ ସହିତ ମୁମ୍ବାଇରେ ରୁହନ୍ତି । ତାଙ୍କ ପୁଅର ନାମ ଟାଇଗର, ଯାହାର ବୟସ ୫ ବର୍ଷ ହେବ । ସେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ ସହ ଛାଡପତ୍ର ମାମଲାରେ ଲଢ଼ୁଛନ୍ତି ।