Advertisement
Photo Details/zeeodisha/odisha1084616
photoDetails0hindi

ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାବି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

ପ୍ରକୃତରେ ଆଭା ପାଲ୍ ରିୟଲ୍ ଲାଇଫରେ ମଧ୍ୟ ବହୁତ ବୋଲ୍ଡ ଓ ପ୍ରାୟତଃ ନିଜ ଫୋଟ ସେୟାର କରି ପ୍ରଶଂସକଙ୍କ ହୋଶ୍ ଉଡ଼ାଇ ଦିଅନ୍ତି । ଏଠାରେ ଦେଖନ୍ତୁ ଆଭାଙ୍କ ହଟ୍ ଫଟୋ (Hot Pics)...

1/6

ଅଭିନେତ୍ରୀ ଆଭା ପାଲ୍ (Aabha Paul) ୱେବ୍ ସିରିଜ୍ 'ଲଳିତା ପିଜି ହାଉସ୍'ରେ ବୋଲ୍ଡ ସିନ୍ ଦେଇ ହଇଚଇ ସୃଷ୍ଟି କରିଛନ୍ତି । ସେ ଏହି ସିରିଜରେ ଅନେକ ଇଣ୍ଟିମେଟ ବା ଅନ୍ତରଙ୍ଗ ସିନ୍ (Intimate Scenes) ଦେଇଥିଲେ, ଯେଉଁଥି ପାଇଁ ସେ ଚର୍ଚ୍ଚାର ଅଛନ୍ତି । ପ୍ରକୃତରେ ଆଭା ପାଲ୍ ରିୟଲ୍ ଲାଇଫରେ ମଧ୍ୟ ବହୁତ ବୋଲ୍ଡ ଓ ପ୍ରାୟତଃ ନିଜ ଫୋଟ ସେୟାର କରି ପ୍ରଶଂସକଙ୍କ ହୋଶ୍ ଉଡ଼ାଇ ଦିଅନ୍ତି । ଏଠାରେ ଦେଖନ୍ତୁ ଆଭାଙ୍କ ହଟ୍ ଫଟୋ (Hot Pics)...

ହଟ୍ ଫଟୋଗୁଡ଼ିକ ଉଡ଼ାଇଦେବ ଆପଣଙ୍କ ହୋଶ୍

2/6
ହଟ୍ ଫଟୋଗୁଡ଼ିକ ଉଡ଼ାଇଦେବ ଆପଣଙ୍କ ହୋଶ୍

ସୋସିଆଲ ମିଡିଆରେ ଆଭା ପାଲ୍ (Aabha Paul) ବହୁତ ସକ୍ରିୟ ଓ ନିଜର ହଟ୍ ଫଟୋ (Aabha Paul Hot Photos) ସେୟାର କରି ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ବଢ଼ାଇଥାଏ ।

ଏହି ୱେବ ସିରିଜରେ ଦେଇଛନ୍ତି ବୋଲ୍ଡ ସିନ୍

3/6
ଏହି ୱେବ ସିରିଜରେ ଦେଇଛନ୍ତି ବୋଲ୍ଡ ସିନ୍

ଆଭା କୁକୁ ଆପ୍ (Kooku App) ରେ ମୁକ୍ତିଲାଭ କରିଥିବା ୱେବ୍ ସିରିଜ୍ 'ଲଳିତା ପିଜି ହାଉସ୍' (Lolita PG House) ରେ ବୋଲ୍ଡ ସିନ୍ ଦେଇଥିଲେ, ଯାହା ଆଜି ମଧ୍ୟ ଚର୍ଚ୍ଚିାରେ ରହିଆସିଛି ।

ଫ୍ୟାନ୍ସଙ୍କୁ ପସନ୍ଦ ଆସିଥାଏ ଆଭାଙ୍କ ହଟ୍ ଫଟୋ

4/6
ଫ୍ୟାନ୍ସଙ୍କୁ ପସନ୍ଦ ଆସିଥାଏ ଆଭାଙ୍କ ହଟ୍ ଫଟୋ

ସେ ରିୟଲ ଲାଇଫରେ ମଧ୍ୟ ବହୁତ ବୋଲ୍ଡ  ଓ ଏହାର ପ୍ରମାଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଛି, ଯେଉଁଠି ହଟ୍ ଫଟୋ ଭରି ରହିଛି ।

ଇଣ୍ଟିମେଟ ସିନ ସହ ସୃଷ୍ଟି କରିଥିଲେ ହଇଚଇ

5/6
ଇଣ୍ଟିମେଟ ସିନ ସହ ସୃଷ୍ଟି କରିଥିଲେ ହଇଚଇ

'ଲଳିତା ପିଜି ହାଉସ୍' (Lolita PG House) ରେ ଆଭା ପାଲ୍ ଜଣେ ବିବାହିତା ମହିଳା ଲଳିତାଙ୍କ ଭୂମିକା ପ୍ଲେ କରିଥିଲେ, ଏହି ସିରିଜରେ ସେ କମ୍ ବୟସର ଯୁବକଙ୍କୁ ପିଜି ଭଡ଼ାରେ ଦିଅନ୍ତି ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର, କିନ୍ତୁ ଚିନ୍ତା ବଢ଼ାଇଲା ମୃତ୍ୟୁ ସଂଖ୍ୟା

ଏହା ବି ପଢ଼ନ୍ତୁ:-ସର୍ଭେ: ୟୁପିରେ ବଦଳୁଛି ରାଜନୈତିକ ହାୱା! ସମାଜବାଦୀ ପାର୍ଟି ପାଇଁ ଭଲ ଖବର, ଜାଣନ୍ତୁ ବିଜେପି ସମେତ ଅନ୍ୟ ଦଳର ସ୍ଥିତି

ଇଣ୍ଟରନେଟରେ ଭାଇରାଲ ହେଉଛି ଆଭା ପାଲଙ୍କ ଭିଡିଓ

6/6
ଇଣ୍ଟରନେଟରେ ଭାଇରାଲ ହେଉଛି ଆଭା ପାଲଙ୍କ ଭିଡିଓ

ଏହି ୱେବ୍ ସିରିଜର ଅନେକ ବୋଲ୍ଡ ସିନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଆଭା ପାଲ୍ (Aabha Paul) ତାଙ୍କ ବୋଲ୍ଡନେସ ମାଧ୍ୟମରେ ହଇଚଇ ସୃଷ୍ଟି କରୁଛନ୍ତି ।