ଦୂତାବାସରେ ଗୁଇନ୍ଦା ଅଧିକାରୀଙ୍କ କାମ କ’ଣ ଜାଣିବା ଆଗରୁ ଜାଣନ୍ତୁ ଦୂତାବାସ କ’ଣ । କୌଣସି ବିଦେଶୀ ରାଷ୍ଟ୍ରରେ ନିଜ ଦେଶର ସ୍ୱାର୍ଥର ପ୍ରତିନିଧିତ୍ୱ ଗୋଟିଏ ଦୂତାବାସ କରିଥାଏ । ଦୂତାବାସ ଯେଉଁ ଘରେ ଥାଏ ସେହି ଘରକୁ ଏକ ସାର୍ବଭୌମ ଅଂଚଳ ଭାବେ ଗ୍ରହଣ କରାଯାଏ । ଅର୍ଥାତ କାନାଡାରେ ଥିବା ଭାରତୀୟ ଦୂତାବାସ କାନାଡାରେ ଥାଇ ମଧ୍ଯ ସାର୍ବଭୌମ । ଏହି ଦୂତାବାସ ମଧ୍ଯକୁ କାନାଡା ସୁରକ୍ଷାକର୍ମୀ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ । ତେଣୁ ଅନେକ ସମୟରେ ଦେଖାଯାଇଥାଏ ଯେ, ଗୋଟିଏ ଦେଶର ରାଜନୈତିକ କର୍ମୀ ନିଜ ସୁରକ୍ଷା ପାଇଁ ଆଉ ଗୋଟିଏ ଦୂତାବାସ ମଧ୍ଯରେ ଆଶ୍ରୟ ନେଇଥାନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.