Video: ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଓଡ଼ିଆ ଅଭିନେତ୍ରୀ ବିଶ୍ୱରୂପା ରାଉତଙ୍କର ନାମ ପରିବର୍ତ୍ତନ ହୋଇଛି । ତାଙ୍କୁ ଅନେକ ପ୍ରଶଂସକ ଓ ନିଜ ସହ କଳାକାରମାନେ ମଟନ କାଙ୍ଗାଳି ନାମକେ ଡାକୁଛନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି ବିଶ୍ୱରୂପାଙ୍କ ଅଭିନୟ ଓ ପ୍ରତିଟି ରିଲ୍ସ ଦର୍ଶକଙ୍କର ପ୍ରିୟ ହୋଇପାରିଛି । ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆପଣ ଖୁବ ଶୀଘ୍ର ବିଶ୍ୱରୂପାଙ୍କୁ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓରେ ଦେଖିବାକୁ ପାଇବେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.