trendingVideos,recommendedVideos/odisha/zeeodisha1992261

Revanth Reddy: କିଏ ଏହି ରେଭନ୍ଥ ରେଡ୍ଡି, ଯିଏ କେସିଆରଙ୍କ ଉପରେ ପଡିଲେ ଭାରୀ !

୨୪’ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ମଧ୍ୟପ୍ରଦେଶ ଓ ରାଜସ୍ଥାନ ସହ ଛତିଶଗଡରେ ବି ବିଜେପି ସରକାର ଗଢିବା ନେଇ ଦେଖାଦେଉଛି । ସେପଟେ କିନ୍ତୁ ତେଲେଙ୍ଗାନାରେ ବାଜି ପୂରା ଓଲଟି ପଡ଼ିଛି। ତେଲେଙ୍ଗାନାରେ ବିଧାନସଭା ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ଯଦି ଆମେ ଏହି ପରିସ୍ଥିତି ବିଷୟରେ ଆଲୋଚନା କରିବା, ତେବେ ଏହି ରାଜ୍ୟ ଗଠନ ପରେ ଏହା ପ୍ରଥମ ଥର ହେବ ଯେ ଭାରତ ରାଷ୍ଟ୍ର ସମିତି-ବିଆରଏସ (ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ) ପରାଜୟର ଦ୍ୱାରଦେଶରେ ପହଞ୍ଚି ସାରିଛି। ଏକ ଆଞ୍ଚଳିକ ଦଳକୁ ପରାଜିତ କରି ଏବେ କଂଗ୍ରେସ ଶାସନ ଗାଦିକୁ ଫେରିବାକୁ ଯାଉଛି। ଏହା ସହିତ ଏଠାରେ ଆଲୋଚନାରେ ଗୋଟିଏ ନାମ ହେଉଛି ରେଭନ୍ଥ ରେଡ୍ଡୀ।
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon02:48
American spacecraft: ଚନ୍ଦ୍ରକୁ ଫେରିବାକୁ ଆମେରିକାକୁ କାହିଁକି ୫୧ ବର୍ଷ ଲାଗିଲା ?
Play icon03:58
Millionaire Village:ଭୋକ ସହ ଲଢି ଦେଶର ସବୁଠାରୁ ଧନୀ ଗାଁ ହୋଇଛି ହିବରେ ବଜାର
Play icon03:28
Turkmenistan Prez: ତୁର୍କମେନିସ୍ତାନର ରାଷ୍ଟ୍ରପତି ଯିଏ କ୍ୟାଲେଣ୍ଡରରେ ମାସର ନାମ ବଦଳାଇ ଦେଇଥିଲେ
Play icon04:13
Loksabha Election: ଭୋଟର ଓ ଭୋଟ କେନ୍ଦ୍ର ଉପରେ ନଜର ରଖିବ AI
Play icon02:13
AI Matric: ମାଟ୍ରିକ୍ ପରୀକ୍ଷାରେ ବ୍ୟାପକ ଅନିୟମିତତା ଧରିଲା AI କ୍ୟାମେରା
Play icon01:21
Matric Exam: ଦଶମ ଉତ୍ତୀର୍ଣ୍ଣ ହେବାର ସ୍ୱପ୍ନ, ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା
Play icon03:33
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon03:38
Konark Temple: ମିଳିଲାନି ଟିକେଟ, କୋଣାର୍କ ସୂର୍ଯ୍ୟ ମନ୍ଦିର ନବୁଲି ନିରାଶ ହେଲେ ପର୍ଯ୍ୟଟକ
Play icon01:17
Weather Report: ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା !
Play icon01:55
VK Pandian: ବାଇକ ରେ ବୁଲିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ
Play icon03:09
Delhi Metro: ଦିଲ୍ଲୀ ମେଟ୍ରୋରେ ପୁଣି ଯୁବତୀଙ୍କ ମଧ୍ୟରେ ମାରପିଟ୍, ଭିଡିଓ ଭାଇରାଲ
Play icon01:25
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon02:45
Atharnala Crack: ଅବକ୍ଷୟ ମୁହାଁ ପୁରୀର ଐତିହ୍ୟ, ଅଠରନଳାରେ ଫାଟ
Play icon03:37
Damayanti Funeral: ଅଙ୍ଗଦାନ କରି ଚିରଦିନ ପାଇଁ ଅମର ହେଲେ କୁନିଝିଅ ଦମୟନ୍ତୀ
Play icon03:24
Weather Report: କେତେଦିନ ଲାଗିରହିବ କୋହଲା ପାଗ ସାଙ୍ଗକୁ ବର୍ଷା, କଣ କହୁଛି ପାଣିପାଗ ବିଭାଗ
Play icon02:00
ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ପୋଲିସ-ମାଓବାଦୀ ମୁହାଁମୁହିଁ
Play icon02:02
Sri Mandira: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ,ଲାଗିରହିଛି ଭକ୍ତଙ୍କ ଗହଳି
Play icon02:25
Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:53
Road Accident: ଦୁର୍ଘଟଣାରେ ଚାଲିଗଲେ ବାପାପୁଅ, ଖବର ଶୁଣି ଦାଦାର ମୃତ୍ୟୁ
Play icon01:19
MLA Speech: ସମ୍ବଲପୁରିଆ ଗୋଡ ଟଣା କହି ବିବାଦରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ
Play icon03:16
Pradeep Panigrahi: ଗଣମାଧ୍ୟମ ଆଗରେ ବିଜେପି ଓ ବିଜେଡିର ଷ୍ଟାଣ୍ଡାର୍ଡ ବୁଝାଇଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
Play icon03:14
Weather Report: ତାତିରୁ ମିଳିବ ଆଶ୍ୱସ୍ତି, ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା
Play icon03:25
Film Festival: ପୁରୀରେ ଉଦଘାଟିତ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ
Play icon06:11
Banaklagi Niti: ବନକଲାଗି ନୀତିରେ ବିଭ୍ରାଟ, ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ
Play icon01:32
Vote Boycott: ରାସ୍ତା ନଥିବାରୁ ହନ୍ତସନ୍ତ ଜନଜୀବନ, ଭୋଟ ବର୍ଜନ ଚେତାବନୀ ଦେଲେ ୨ ଖଣ୍ଡ ଗାଁ
Play icon05:13
CM Education Award: ସମ୍ବଲପୁର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ୧୪୫୭ ଜଣ
Play icon03:28
Rajnath Singh: ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ରାଜ୍ୟର ତିନୋଟି ଜିଲ୍ଲା ଗସ୍ତ କରିବେ ରାଜନାଥ ସିଂ
Play icon02:18
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ ।
Play icon03:06
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon03:01