Advertisement
Videos Details/odisha/zeeodisha1901315
Video ThumbnailPlay icon

Srimandir: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ଯାକୁଳ ଭକ୍ତ

Srimandir: ଆଜି ପବିତ୍ର ଆଶ୍ୱିନ କୃଷ୍ଣ ଷଷ୍ଠି ତିଥି ଗୁରୁବାର। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନିତି । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।
Accident News: ୩୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଦୁର୍ଘଟଣାରେ ଡ୍ରାଇଭର ମୃତ ଦେଖନ୍ତୁ ଏହି ଭିଡିଓ
Play icon02:13
Team India Meet PM : ଟିମ୍ ଇଣ୍ଡିଆକୁ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Play icon01:42
Sura Routray: ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରିଷ୍ଠ ନେତା ସୁରେଶ ରାଉତରାୟ
Play icon01:30
CM Mohan majhi: ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଖନ୍ତୁ ଏହି ଭିଡିଓ
Play icon01:36
Odisha News: ଅନାହାରରେ ଗୋମାତା,  ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ମୃତ୍ୟୁ, ଦେଖନ୍ତୁ ଏହି ଭିଡିଓ
Play icon01:52
Rahul Gandhi: ମାଷ୍ଟରକ୍ୟାଣ୍ଟିନରେ ଉତ୍ତେଜନା, ରାହୁଲଙ୍କ ପୋଷ୍ଟର ଉପରକୁ ପଥର ଗୋବର ମାଡ
Play icon00:37
Ratha Yatra 2024:  ରଥଯାତ୍ରା ପାଇଁ ୨ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Play icon09:04
Crocodile Video: ସହର ଭ୍ରମଣରେ ବିଶାଳ କୁମ୍ଭୀର, ମହାରାଷ୍ଟ୍ରରୁ ଆସିଲା ଭିଡିଓ
Play icon01:15
Weather Report: ପାଣିପାଗ ବିଭାଗର ସତର୍କ ସୂଚନା, ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
Play icon02:00
Lonavala Water Fall: ଡ୍ୟାମରେ ଭାସିଗଲେ ପୂରା ପରିବାର, ଭିଡିଓ ଦେଖିଲେ ଥରିଉଠିବେ ଆପଣ
Play icon00:51
Mohan Charan Majhi: ପାଖରେ ବସାଇ ରାଜ୍ୟବାସୀଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
Play icon01:55
Bhubaneswar: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ
Play icon00:22
Actress Lipi Dance: ସ୍ୱୟଂଙ୍କ ସହ ଲିପିଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ
Play icon01:06
Weather Report: ଆଜି ବି ପ୍ରବଳ ବର୍ଷିବ,  ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Play icon01:08
Ratna Bhandar: ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ, ବିଜେପିର ସମ୍ବର୍ଦ୍ଧନା ସଭାରେ କହିଲେ ମୁଖ୍ୟମନ୍ତ୍ରୀ
Play icon01:12
T20 Sand Art: T20 ବିଶ୍ୱକପ ଫାଇନାଲରେ ଭାରତର ବିଜୟ, ବାଲୁକାକଳା ରେ ଶୁଭେଚ୍ଛା
Play icon03:13
Ratha Yatra Review: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା
Play icon05:56
Mangal Arati: ଅଣସର ଘରେ ମହାବାହୁ, ମଙ୍ଗଳ ଆଳତି ଦେଖି ଆରମ୍ଭ କରନ୍ତୁ ଆପଣଙ୍କ ଦିନଚର୍ଯ୍ୟା
Play icon02:25
Varsha Priyadarshini: ବର୍ଷାକୁ ମନଭରି ଅନୁଭବ କଲେ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଭିଡିଓ
Play icon01:00
Delhi Rain: ଦିଲ୍ଲୀରେ ଦୁବାଇ ପରି ସ୍ଥିତି, ଅସରାଏ ବର୍ଷାରେ ଉବୁଟୁବୁ ହେଲା ରାଜଧାନୀ
Play icon02:03
T20 World Cup Final: ୧୭ ବର୍ଷ ପରେ ପୁଣି ଟ୍ରଫି ପାଇବ କି ଭାରତ? ଯୁଦ୍ଧକ୍ଷେତ୍ରରେ ପହଞ୍ଚିଲା ପୂରା ଟିମ୍
Play icon01:27
Odisha Crime: ପୁଅର ଠେଙ୍ଗା ମାଡରେ ନିରୀହ ବାପାର ମୃତ୍ୟୁ,ପୁଅ ଗିରଫ
Play icon01:05
Odisha News: ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ, ଦେଖନ୍ତୁ ଏହି ଭିଡିଓ..
Play icon02:29
Ratha Yatra Niti: ୧୯୭୧ ମସିହା ଅନୁସାରେ ଚଳିତ ବର୍ଷ ରଥଯାତ୍ରା ସମ୍ପନ୍ନ ହେବ
Play icon07:10
MLA Jaynarayan Mishra: ସମ୍ବଲପୁରରେ ଜଣ୍ଡିସ ସ୍ଥିତି କୁ ନେଇ ସମୀକ୍ଷା କରିଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର
Play icon06:24
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:13
Mohan Charan Majhi: ତଳେ ଚକା ପକାଇ ଖାଇଲେ ମୁଖ୍ୟମନ୍ତ୍ରୀ, ମୁହଁ ପୋଛିଦେଲେ ମା
Play icon04:40
Naveen Patnaik: ସଂସଦରେ କଠୋର ଆଭିମୁଖ୍ୟ ରଖିବ BJD’ ନବୀନ ଦେଲେ ଗୁରୁମନ୍ତ୍ର
Play icon00:27
Ratha Khala: ରଥଖଳା ଚଳଚଞ୍ଚଳ, ସରିଛି ଚାରି ନାହକାରେ ଭୂଇଁ ପଡ଼ିବା କାର୍ଯ୍ୟ
Play icon04:42
Sonakshi Iqbal Wedding: ସୋନାକ୍ଷୀ-ଇକବାଲଙ୍କ ବିବାହରେ ସେଲିବ୍ରିଟିଙ୍କ ଭିଡ଼
Play icon02:34