ବିଶ୍ୱକପର ୨୦୨୩ର ୩୭ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍ ରେ ପରାସ୍ତ କରିଛି ଟିମ୍ ଇଣ୍ତିଆ । ଏହି ବିଜୟ ସହ ଭାରତ ନିଜର ଅପରାଜେୟ ଧାରା ଜାରି ରଖିଛି । ଅନ୍ୟପଟେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକର ସମକକ୍ଷ ହୋଇ ଫ୍ୟାନ୍ସଙ୍କୁ ନିଜ ୩୫ତମ ଜନ୍ମଦିନର ଭେଟି ଦେଇଛନ୍ତି କିଙ୍ଗ କୋହଲି । ତେବେ ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସଲମାନ ଖାନ ସଚିନଙ୍କୁ ତାଙ୍କ ରେର୍କଡ଼ କିଏ ଭାଙ୍ଗି ପାରିବ ବୋଲି ପ୍ରଶ୍ନ ପଚାରୁଛନ୍ତି । ଯାହାର ଉତ୍ତରରେ ସଚିନ୍ ବିରାଟ ଓ ରୋହିତଙ୍କ ନାଁ ନେଉଥିବା ଦେଖିବାକୁ ମିଳିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.