Advertisement
Videos Details/odisha/zeeodisha2146554
Video ThumbnailPlay icon

Sand Art: ପବିତ୍ର ମହାଶିବରାତ୍ରୀ ଅବସରରେ ନୀଳାଦ୍ରି ବେଳାଭୂମିରେ ୫ଫୁଟ ଉଚ୍ଚର ବାଲୁକାକଳା

ପବିତ୍ର ମହାଶିବରାତ୍ରି ଅବସରରେ ପୁରୀ ନୀଳାଦ୍ରି ବେଳାଭୂମିରେ ପ୍ରଦର୍ଶିତ ହୋଇଛି ୫ଫୁଟ ଉଚ୍ଚର ଶିବଲିଙ୍ଗ। ଏହି ବାଲୁକାକୃତିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାଞ୍ଚଶହଟି କ୍ଷୁଦ୍ରାକୃତୀର ଶିବଲିଙ୍ଗ ବ୍ଯବହାର କରି ଗଢିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀ। ଆଉ ଏହି ଆକର୍ଷଣୀୟ ବାଲୁକାକୃତି ଜରିଆରେ " Praying for peace,Omm Nanah Shivaya"ର ବାର୍ତ୍ତା ଦେଇଛନ୍ତି। ତେବେ ୪ଟନ ବାଲି ବ୍ଯବହାର କରି ଏହି ବାଲୁକାକୃତିଟିକୁ ଗଢିଛନ୍ତି ସୁଦର୍ଶନ। ତେବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବେ ସୁଦ୍ଧା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରାୟ ୬୫ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ସମ୍ମାର ଅଧିକାରୀ ହୋଇପାରିଛନ୍ତି।
Teacher Viral Video: ଶିକ୍ଷକ ହଠାତ୍ ଶ୍ରେଣୀ କକ୍ଷରେ କଲେ ଏପରି ଆଚରଣ, ଲୋକେ କହୁଛନ୍ତି ସାରଙ୍କୁ ଭୂତ ଲାଗିଛି! ଦେଖନ୍ତୁ ଭିଡିଓ
Play icon01:04
Majors Fiancee: ଚର୍ଚ୍ଚାରେ ମେଜରଙ୍କ ବାନ୍ଧବୀ,କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଜାତୀୟ ଗଣମାଧ୍ୟମରେ ଖୁଲମଖୁଲା ସାକ୍ଷାତକାର
Play icon01:16
Virat Kohli: Viratଙ୍କ ପାଦଧୂଳି ନେଲେ ଗ୍ରାଉଣ୍ଡ ଷ୍ଟାଫ୍, ଏମିତି ରିଆକ୍ସନ ଦେଲେ କିଙ୍ଗ କୋହଲି
Play icon00:48
Varsha Priyadarshini: କାହାକୁ ଧରି କାନ୍ଦିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...ଭାଇରାଲ ହେଲା ଭିଡିଓ
Play icon01:08
Viral Video: ରିଲ୍ କରୁଛନ୍ତି ଡେପୁଟି ସିଏମଙ୍କ ପୁଅ...ପଛେ ପଛେ ସୁରକ୍ଷାରେ ଲାଗିଛି ପୋଲିସ ଗାଡି
Play icon01:03
Shree New Video: ଯାତ୍ରା ଷ୍ଟେଜରେ ପୁଣି ଧୂଳି ଉଡ଼େଇଲେ ସାହୁ ଭେରାଇଟି ଷ୍ଟୋର ଭାଉଜ
Play icon01:38
Weather Report: ପିଛା ଛାଡ଼ୁନି ଲଘୁଚାପ, ପ୍ରଭାବରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି
Play icon01:37
Rani Priyadarshini: ଯାତ୍ରା ଷ୍ଟେଜରେ ନିଆଁ ଲଗାଇଲେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ, ଦେଖନ୍ତୁ ଭିଡିଓ
Play icon01:28
lipi Mohapatra Video: 'ଖୋଜିବାକୁ ତତେ ଇଚ୍ଛା ହୁଏ ବାରମ୍ବାର'...ଗୀତରେ ଝୁମିଲେ ଅଭିନେତ୍ରୀ ଲିପି
Play icon01:00
Sabyasachi New Video: ୭୫ କେଜିରୁ ୯୭ କେଜି ହେଲେଣି ସବ୍ୟସାଚୀ, ଦେଖନ୍ତୁ ଭିଡିଓ
Play icon00:47
Viral Video: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି କମେଡିଆନ୍ କାଳିଆ ଷଣ୍ତଙ୍କ ସ୍ତ୍ରୀ ଓ ମାଆଙ୍କର ଏହି ଭିଡିଓ, ଦେଖନ୍ତୁ
Play icon00:45
Rani Priyadarsini ଭିନ୍ନ ଅନ୍ଦାଜରେ ନଜର ଆସିଲେ ଏହି ଯାତ୍ରା ଅଭିନେତ୍ରୀ, ଦର୍ଶକ କଲେ ଭରପୁର ପ୍ରଶଂସା
Play icon01:17
Viral Video: ସାହୁ ଭାଉଜ -ନିଶା ମହାରଣାଙ୍କୁ ପଛରେ ପକାଇବ ଏହି ଭାଉଜଙ୍କ ଭିଡିଓ, ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ଏହି ଭାଇରାଲ୍ ଭିଡିଓ
Play icon00:49
Nisha Maharana Video: ପୁଣି ଥରେ ଯାତ୍ରା ମଞ୍ଚରେ ନିଆଁ ଲଗାଇଲା ନିଶା ମହାରଣାଙ୍କ ଏହି ଡାନ୍ସ , ଦେଖନ୍ତୁ ଏହି ଭିଡିଓ
Play icon04:33
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
Viral Video: ବର୍ଷା ରାତିରେ ରାସ୍ତା ଉପରେ ଉଡ଼ିଲା ବିଧା-ଗୋଇଠା, ହାତାହାତୀ ହେଲେ ଯୁବକ-ଯୁବତୀ। କମେଣ୍ଟ ବକ୍ସରେ ଭିଡିଓ ଲିଙ୍କ...
Play icon00:45
Video: 'ସାହୁ ଭାଉଜ' ପୁଣି ଚଢିଲେ ଯାତ୍ରାମଞ୍ଚରେ, ଦର୍ଶକଙ୍କ ସହ କଲେ ଏମିତି କିଛି
Play icon02:05
Pitbull Vs King Cobra: ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ କିଙ୍ଗ୍ କୋବ୍ରା ସହିତ ଜୋରଦାର ଲଢ଼ିଲା କୁକୁର, ଆଉ ତା'ପରେ...
Play icon00:17
Jatra Stage Video: ଯାତ୍ରା ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ, ଭାଇରାଲ ହେଲା ଭିଡିଓ
Play icon00:59
Video: ଗୀତ ଗାଇ ଭାଇରାଲ୍ ହୋଇଥିଲେ ଶାନ୍ତନୁ, ଏବେ ଏହି ଭିଡିଓ ପାଇଁ ଚର୍ଚ୍ଚାରେ
Play icon00:59
Weather Report: ଲଘୁଚାପ ପ୍ରଭାବ, ୬ଜିଲ୍ଲାକୁ ନାକେଦମ କରିବ ଲଗାଣ ବର୍ଷା
Play icon02:09
Bengaluru Murder Video: କାହିଁକି ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରିଥିଲା ମୁକ୍ତିରଞ୍ଜନ?
Play icon03:56
Video: ଏମିତି ଭିଡିଓ ବନାଇଲେ ଏହି ସ୍କୁଲ ଛାତ୍ରୀ, ଲୋକେ କଲେ ଚର୍ଚ୍ଚା
Play icon00:29
 Jatra Actor Kanha: ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ପରେ ପୁଣି ଥରେ ଚର୍ଚ୍ଚାରେ କଳାକାର କାହ୍ନା
Play icon01:00
Mo Bus Viral: ମୋ ବସ୍ କ୍ରୁଟ୍ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ
Play icon06:56
Video: ବ୍ରିଜ୍ ରୁ ଭରା ନଦୀକୁ ଡେଇଁଲେ ଯୁବକ, ଭିଡିଓ ଭାଇରାଲ୍
Play icon00:54
Dancer Rani Priyadarshini: ପୁଣି ଯାତ୍ରା ଷ୍ଟେଜରେ କମାଲ କଲେ ରାନୀ ପ୍ରିୟଦର୍ଶିନୀ, ଭିଡିଓ ଭାଇରାଲ
Play icon01:05
Sahoo Bhauja Viral Video: ଯାତ୍ରା ମଞ୍ଚ ଛାଡି଼ ପାର୍କରେ ଜଲଓ୍ବା ଦେଖାଇଲେ ସାହୁ ଭାଉଜ, ଦେଖନ୍ତୁ ଭିଡିଓ
Play icon01:08
Swaraj Barik: ଏହି ଅଭିନେତ୍ରୀଙ୍କ ସହିତ ନଜର ଆସିଲେ ସ୍ୱରାଜ
Play icon00:58
 lipi Mohapatra Video: ସୁଇମିଙ୍ଗ୍-ପୁଲରେ କ'ଣ କରୁଛନ୍ତି ଅଭିନେତ୍ରୀ ଲିପି, ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ଏହି ଭିଡିଓ, ଦେଖନ୍ତୁ
Play icon00:56