Mission Olive Ridley: ନଭେମ୍ବର ୧ ତାରିଖରୁ କଇଁଛମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବାବେଳେ ସୁରକ୍ଷା ରେ ନିୟୋଜିତ ଥିବା ୨ଟି ସ୍ପିଡି ବୋଟ୍ଟ ମଧ୍ୟରୁ ୧ଟି ଏବେ ସୁଦ୍ଧା ଅଚଳହୋଇ ପଡ଼ିରହିଛି । ତେବେ କିପରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଙ୍ଗ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.