trendingVideos,recommendedVideos/odisha/zeeodisha1992046

Tunnel Labour: ନିଜ ଜନ୍ମମାଟିକୁ ଫେରିଲେ ଦୀର୍ଘ ୧୭ଦିନ ପରେ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ

ଦୀର୍ଘ ୧୭ଦିନ ପରେ ଟନେଲ ରୁ ଉଦ୍ଧାର ଶ୍ରମିକ ବାହୁଡ଼ିଲେ ନିଜ ଜନ୍ମ ମାଟିକୁ। ଆଉ ପହଞ୍ଚିଲା ପରେ କରାଯାଇଛି ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା। ଦୀର୍ଘ ସତର ଦିନ ଟନେଲ ଭିତରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ଶ୍ରମିକ ମାନେ ,କେବେ ଟନେଲ ଭିତରୁ ଉଦ୍ଧାର ହେବେ ତାହା ବି ଜଣା ନ ଥିଲା।ଶ୍ରମିକ ଙ୍କ ପରିବାର ଲୋକ ଥିଲେ ଦୁଃଖ ଆଉ ମାନସିକ ଚାପ ରେ । ଶେଷରେ ସତର ଦିନ ପରେ ମୃତ୍ୟୁ ର ଟନେଲ ଭିତରୁ ବାହାରିଲେ ଶ୍ରମିକ। ତାଙ୍କର ଜନ୍ମ ମାଟି କୁ ଫେରିଛନ୍ତି। ସ୍ତ୍ରୀ ଅପେକ୍ଷା କରି ରହିଥିଲା କେତେବେଳେ ପରିବାର କୁ ଫେରିବେ ସ୍ଵାମୀ,ଆଉ ମା ଅପେକ୍ଷା କରିଥିଲେ ପୁଅ କୁ,ଶେଷରେ ସବୁ ଅପେକ୍ଷା ର ଅନ୍ତ ଘଟିଲା,ଶ୍ରମିକ ମାନେ ଘରକୁ ଫେରିଲା ପରେ ପାରମ୍ପରିକ ଗ୍ରାମୀଣ ରୀତି ନୀତି ଅନୁସାରେ ହଳଦୀ ପାଣି ରେ ଗୋଡ଼ ଧୋଇ,ବନ୍ଦାପନା କରି କରାଗଲା ସ୍ବାଗତ।ଆଉ ଆତ୍ମହରା ହେଲେ ପରିବାର ଲୋକ।ଶେଷରେ ୧୭ଦିନର କଳା କାହାଣୀ ବାଖାଣିଲେ ଧୀରେନ ନାଏକ।
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon03:01
Hindu Temple: ଆବୁଧାବିର ଭବ୍ୟ ହିନ୍ଦୁ ମନ୍ଦିରରେ କେଉଁ ଭଗବାନଙ୍କର ହେବ ପୂଜାର୍ଚ୍ଚନା ?
Play icon02:21
Weather Report: ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି,  ୨ ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା
Play icon01:58
Crime News: ଜୁଆ ଅଡ୍ଡାରେ ଚଢ଼ାଉ ବେଳେ ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀଙ୍କୁ ଆକ୍ରମଣ
Play icon03:32
Adibasi Utsav: ଆଦିବାସୀ ଦିବସରେ ଝୁମିଲା ମୟୂରଭଞ୍ଜ, ସାମିଲ ହେଲେ ସୁପରଷ୍ଟାର ଗୋବିନ୍ଦା
Play icon02:37
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon03:31
Rashmika Mandanna:ମୃତ୍ୟୁମୁଖରୁ ବଞ୍ଚିଲେ ସାଉଥ ଅଭିନେତ୍ରୀ ରଶ୍ମିକା ଓ ଶ୍ରଦ୍ଧା, ଫଟୋ ସେୟାର କଲେ ଅଭିନେତ୍ରୀ
Play icon00:57
Suhani Bhatnagar: ‘ଦଙ୍ଗଲ’ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କହିଲେ ବାପା
Play icon01:06
Koraput News: କୋରାପୁଟର ରାଜେନ୍ଦ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ସ୍ୱିଡେନ ଦମ୍ପତି
Play icon02:05
Jagatsinghpur: ସରକାରୀ କାର୍ଯ୍ୟକ୍ରମରେ ଜଳଖିଆ ମିଳିଲାନି ବୋଲି ମହିଳାଙ୍କ ମଧ୍ୟରେ ମାରପିଟ୍
Play icon01:34
Aparajita Sarangi:ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନମୁଖୀ କାର୍ଯ୍ୟକୁ BJP କାର୍ଯ୍ୟକର୍ତ୍ତାଙ୍କ ବିରୋଧ
Play icon01:08
Ama Hospital: ୫ଟି ଉପକ୍ରମରେ'ଆମ ହସପିଟାଲ'ଯୋଜନାରେ ଉପକୃତ ହେବେ ଜିଲ୍ଲାବାସୀ
Play icon01:29
Weather Report: କମିଛି ରାତି ତାପମାତ୍ରା, ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ବଢ଼ିବ
Play icon02:00
Road Accident: ଭୟଙ୍କର-ହୃଦୟ ବିଦାରକ, ଟ୍ରକ କାର୍ ଧକ୍କାରେ ୪ ଡାକ୍ତରଙ୍କ ସହ ୫ ଜଣଙ୍କ ମୃତ୍ୟୁ
Play icon00:43
Video:ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ
Play icon02:53
5T ବ୍ୟାଗ ଭିତରେ କ'ଣ ଅଛି? ସିଦ୍ଧାର୍ଥ ରାଉତରାୟଙ୍କ ଏହି ଭିଡ଼ିଓ ଭାଇରାଲ୍
Play icon06:35
Chandrabhaga Buda: ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ତୀର୍ଥ ପୁଷ୍ପରଣୀ ରେ ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ
Play icon06:48
Weather Report: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା
Play icon01:07
Shocking News: ସବୁଠୁ ମହଙ୍ଗା ବାହାଘର, କନ୍ୟାଦାନରେ ଏକ କୋଟି କ୍ୟାସ...ଫରଚୁନର ସହ ୧.୨୫ କେଜିର ସୁନା
Play icon01:27
Naveen Patnaik: ପାରାଦୀପ ଢିଙ୍କିଆରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, JSW ପ୍ରକଳ୍ପର କରିବେ ଶିଳାନ୍ୟାସ
Play icon04:30
Super Special Hospital: ଲୋକାର୍ପଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସୁପର ସ୍ପେସିଆଲ ବ୍ଲକ ହସ୍ପିଟାଲ
Play icon05:03
Srimandira:ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ
Play icon03:22
Nitish Bharadwaj: ‘ମହାଭାରତ’ର ଶ୍ରୀକୃଷ୍ଣ ଥାନାର ଦ୍ୱାରସ୍ଥ, IAS ପତ୍ନୀଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ
Play icon01:02
Anthony Albanes: ୬୦ବର୍ଷ ବୟସରେ ବିବାହ କରିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
Play icon00:51
Anubhav Mohanty: ବାପାଙ୍କ ମରଶରୀରକୁ କାନ୍ଧ ଦେଲେ ଅନୁଭବ, ଦେଖନ୍ତୁ ଭିଡିଓ
Play icon00:52
Weather Report: ଆସନ୍ତା ୨୪ ଘଣ୍ଟା କେମିତି ରହିବ ପାଣିପାଗ, ଶୁଣନ୍ତୁ ପାଣିପାଗ ବିଜ୍ଞାନୀଙ୍କ ମୁହଁରୁ
Play icon02:19
Abhaya Kumar Mohanty Died: ପରପାରିରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା
Play icon00:52
Prafulla Samal: ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ED ରେଡ୍
Play icon01:22
Ashwini Vaishnaw: ନାମାଙ୍କନ ଦାଖଲ ପୂର୍ବରୁ ଜଗାଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Play icon02:05
Weather Report: ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon01:57