Video: ସଙ୍ଗୀତପ୍ରେମୀଙ୍କୁ ଅନେକ ଗୁଡିଏ ମ୍ୟୁଜିକ୍ ଭିଡିଓ ଭେଟି ଦେଇଛନ୍ତି ଜୟଦେବ ରାଉଲ । ସୋସିଆଲ ମିଡିଆରେ ମଧ୍ୟ ଜୟଦେବ ଖୁବ୍ ସକ୍ରିୟ । ନିଜ ଫ୍ୟାନ୍ସ ମାନଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି ସେ । ସେଥିପାଇଁ ବିଭିନ୍ନ ସମୟରେ ରିଲ୍ସ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ବର୍ତ୍ତମାନ ଯେଉଁ ରିଲ୍ସଟି ଆପଣ ଦେଖୁଛନ୍ତି ସେଥିରେ ଦେଖିବାକୁ ମିଳିଛି ଜୟଦେବଙ୍କ ସହ ଅନୁଷ୍କା ରାଉତରାୟଙ୍କ ସୁନ୍ଦର ନୃତ୍ୟ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.