trendingVideos,recommendedVideos/odisha/zeeodisha1964867

MS Dhoni Video: ୨୦ ବର୍ଷ ପରେ ପତ୍ନୀ ସାକ୍ଷୀଙ୍କ ସହ ନିଜ ପୈତୃକ ଗ୍ରାମରେ ପହଞ୍ଚିଲେ ଧୋନି, ମନ୍ଦିରରେ କଲେ ପୂଜା; ଭିଡିଓ ଭାଇରାଲ

MS Dhoni Pooja Video: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଜିକାଲି ଲାୱାଲି (ଉତ୍ତରାଖଣ୍ଡ) ର ନିଜ ଗାଁ ଆଲମୋରା ନିକଟରେ ପହଞ୍ଚିଛନ୍ତି । ଏମଏସ ଧୋନି ନିଜ ପତ୍ନୀ ସାକ୍ଷୀଙ୍କ ସହ ଏଠାକୁ ଆସିଛନ୍ତି । ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଏମଏସ ଧୋନିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ମନ୍ଦିରରେ ପୂଜା କରୁଥିବା ନଜର ଆସିଛନ୍ତି । ବାସ୍ତବରେ ମହେନ୍ଦ୍ର ସିଂ ଧୋନି ପ୍ରାୟ ୨୦ ବର୍ଷ ପରେ ବୁଧବାର ଦିନ ନିଜ ଗାଁରେ ପହଞ୍ଚିଥିଲେ । ସେ ନିଜ ପତ୍ନୀ ସାକ୍ଷିଙ୍କ ସହ ଗାଁ ମନ୍ଦିରରେ ଦେବାଦେବୀଙ୍କୁ ପୂଜା କରିଥିଲେ ଓ ଗୁରୁଜନମାନଙ୍କଠାରୁ ଆଶୀର୍ବାଦ ମଧ୍ୟ ନେଇଥିଲେ ।

Pradeep Panigrahi: ଗଣମାଧ୍ୟମ ଆଗରେ ବିଜେପି ଓ ବିଜେଡିର ଷ୍ଟାଣ୍ଡାର୍ଡ ବୁଝାଇଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ
Play icon03:14
Weather Report: ତାତିରୁ ମିଳିବ ଆଶ୍ୱସ୍ତି, ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା
Play icon03:25
Film Festival: ପୁରୀରେ ଉଦଘାଟିତ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ
Play icon06:11
Banaklagi Niti: ବନକଲାଗି ନୀତିରେ ବିଭ୍ରାଟ, ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ
Play icon01:32
Vote Boycott: ରାସ୍ତା ନଥିବାରୁ ହନ୍ତସନ୍ତ ଜନଜୀବନ, ଭୋଟ ବର୍ଜନ ଚେତାବନୀ ଦେଲେ ୨ ଖଣ୍ଡ ଗାଁ
Play icon05:13
CM Education Award: ସମ୍ବଲପୁର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ୧୪୫୭ ଜଣ
Play icon03:28
Rajnath Singh: ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ରାଜ୍ୟର ତିନୋଟି ଜିଲ୍ଲା ଗସ୍ତ କରିବେ ରାଜନାଥ ସିଂ
Play icon02:18
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ ।
Play icon03:06
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon03:01
Hindu Temple: ଆବୁଧାବିର ଭବ୍ୟ ହିନ୍ଦୁ ମନ୍ଦିରରେ କେଉଁ ଭଗବାନଙ୍କର ହେବ ପୂଜାର୍ଚ୍ଚନା ?
Play icon02:21
Weather Report: ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି,  ୨ ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା
Play icon01:58
Crime News: ଜୁଆ ଅଡ୍ଡାରେ ଚଢ଼ାଉ ବେଳେ ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀଙ୍କୁ ଆକ୍ରମଣ
Play icon03:32
Adibasi Utsav: ଆଦିବାସୀ ଦିବସରେ ଝୁମିଲା ମୟୂରଭଞ୍ଜ, ସାମିଲ ହେଲେ ସୁପରଷ୍ଟାର ଗୋବିନ୍ଦା
Play icon02:37
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ..
Play icon03:31
Rashmika Mandanna:ମୃତ୍ୟୁମୁଖରୁ ବଞ୍ଚିଲେ ସାଉଥ ଅଭିନେତ୍ରୀ ରଶ୍ମିକା ଓ ଶ୍ରଦ୍ଧା, ଫଟୋ ସେୟାର କଲେ ଅଭିନେତ୍ରୀ
Play icon00:57
Suhani Bhatnagar: ‘ଦଙ୍ଗଲ’ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କହିଲେ ବାପା
Play icon01:06
Koraput News: କୋରାପୁଟର ରାଜେନ୍ଦ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ସ୍ୱିଡେନ ଦମ୍ପତି
Play icon02:05
Jagatsinghpur: ସରକାରୀ କାର୍ଯ୍ୟକ୍ରମରେ ଜଳଖିଆ ମିଳିଲାନି ବୋଲି ମହିଳାଙ୍କ ମଧ୍ୟରେ ମାରପିଟ୍
Play icon01:34
Aparajita Sarangi:ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନମୁଖୀ କାର୍ଯ୍ୟକୁ BJP କାର୍ଯ୍ୟକର୍ତ୍ତାଙ୍କ ବିରୋଧ
Play icon01:08
Ama Hospital: ୫ଟି ଉପକ୍ରମରେ'ଆମ ହସପିଟାଲ'ଯୋଜନାରେ ଉପକୃତ ହେବେ ଜିଲ୍ଲାବାସୀ
Play icon01:29
Weather Report: କମିଛି ରାତି ତାପମାତ୍ରା, ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ବଢ଼ିବ
Play icon02:00
Road Accident: ଭୟଙ୍କର-ହୃଦୟ ବିଦାରକ, ଟ୍ରକ କାର୍ ଧକ୍କାରେ ୪ ଡାକ୍ତରଙ୍କ ସହ ୫ ଜଣଙ୍କ ମୃତ୍ୟୁ
Play icon00:43
Video:ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ
Play icon02:53
5T ବ୍ୟାଗ ଭିତରେ କ'ଣ ଅଛି? ସିଦ୍ଧାର୍ଥ ରାଉତରାୟଙ୍କ ଏହି ଭିଡ଼ିଓ ଭାଇରାଲ୍
Play icon06:35
Chandrabhaga Buda: ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ତୀର୍ଥ ପୁଷ୍ପରଣୀ ରେ ବୁଡ଼ ପକାଇଲେ ଲକ୍ଷାଧିକ ଭକ୍ତ
Play icon06:48
Weather Report: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା
Play icon01:07
Shocking News: ସବୁଠୁ ମହଙ୍ଗା ବାହାଘର, କନ୍ୟାଦାନରେ ଏକ କୋଟି କ୍ୟାସ...ଫରଚୁନର ସହ ୧.୨୫ କେଜିର ସୁନା
Play icon01:27
Naveen Patnaik: ପାରାଦୀପ ଢିଙ୍କିଆରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, JSW ପ୍ରକଳ୍ପର କରିବେ ଶିଳାନ୍ୟାସ
Play icon04:30
Super Special Hospital: ଲୋକାର୍ପଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସୁପର ସ୍ପେସିଆଲ ବ୍ଲକ ହସ୍ପିଟାଲ
Play icon05:03
Srimandira:ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ
Play icon03:22