Advertisement
Videos Details/odisha/zeeodisha2203641
Video ThumbnailPlay icon

Maha Bisuba Sankranti: ମହାବିଷୁବ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଶହଶହ ଗୋପାଳଭକ୍ତଙ୍କ ଜଳଲାଗି

ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ବାରା ଜଳଲାଗି କରିଥିଲେ। ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁଷ୍ଠିତ ହେବ। ପ୍ରତି ସୋମବାର ସହସ୍ରାଧିକ ଗୋପାଳଭକ୍ତ ଜଳାଭିଷେକ କରିବା ସହ ମାନସିକଧାରୀ ଭକ୍ତ ବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ।
ରିଲ୍ ତିଆରିରେ କରିବା ବ୍ୟସ୍ତ ଥିଲା ପୋଲିସ୍, ପିଠି ପଛରେ ନିୟମ ଭାଙ୍ଗୁଥିଲେ ଲୋକେ; ଭିଡିଓ ଭାଇରାଲ
Play icon00:24
Rajasthan CM: ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
Play icon02:39
Odisha BJD: ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାପି ସର୍ଖେଲ
Play icon03:36
Raju Das: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
Play icon03:18
ହାଇଦ୍ରାବାଦରେ ସ୍କୁଲ ପିଲାମାନଙ୍କ ସହିତ ଷ୍ଟ୍ରିଟ୍ କ୍ରିକେଟ୍ ଖେଳିଲେ ପ୍ୟାଟ୍ କମିନ୍ସ ଦେଖନ୍ତୁ ଭିଡିଓ
Play icon00:23
Mahanadi Issue: ମହାନଦୀ ଅସୁବିଧାକୁ ବୁଝିନାହାଁନ୍ତି ଧର୍ମେନ୍ଦ୍ର, ଓଲଟା ଭୋଟ ରାଜନୀତି କରିଛନ୍ତି
Play icon03:10
VK Pandian: 'ଦଶ ବର୍ଷ ସରକାରରେ ରହି ବି କିଛି କରିପାରିଲେନି ଧର୍ମେନ୍ଦ୍ର'
Play icon02:46
Varsha Priyadarshini:ଜୋରସୋରରେ ଚାଲିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଚାର, ଘର ଘର ବୁଲି କରୁଛନ୍ତି ଭୋଟ୍ ଭିକ୍ଷା...
Play icon02:15
Leopard Rescue: ବାରିପଦା ସହର ବୁଢିଖମାରୀ ସାହିରେ ବାଘ ଆତଙ୍କ, ଲୋକେ ଭୟଭୀତ
Play icon02:54
VK Pandian: ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିପ୍ଳବ ଦେବ, ଦେଖନ୍ତୁ ଏହି ଭିଡିଓ
Play icon02:21
Prasanta Jagadev Target BJD: 'ମୁଁ କହିଥିଲି ନା କଳି ଆସିଛି, ଘାଇ ହେଲା, ବନ୍ଧ ଭାଙ୍ଗିଲା'
Play icon03:43
BJP Target On Bjd: ମାଆକୁ ସମ୍ମାନ ଓ ଗାଁକୁ କାମ ଦେବାରେ ସମ୍ପୂର୍ଣ ଫେଲ ବିଜେଡି ସରକାର
Play icon01:47
ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା: VK Pandian
Play icon00:34
Pradeep Panigrahi: ପ୍ରଦୀପଙ୍କୁ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କରଙ୍କ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ
Play icon01:22
Actor Babusan Mohanty: ଅପରାଜିତାଙ୍କ ସହ ନାତିର ଏହି କ୍ୟୁଟ୍ ଭିଡିଓ ସେୟାର କଲେ ଅଭିନେତା ବାବୁସାନ...
Play icon01:05
Indian Air Force: ଆକାଶରୁ ପଡ଼ିଲା ହସ୍‍ପିଟାଲ୍‍, ପ୍ରଥମ ଥର ଲାଗି ବାୟୁସେନାର ପରୀକ୍ଷଣ ସଫଳ
Play icon01:36
Varsha Priyadarshini: ବଡ଼ଚଣାରେ କ୍ୟାମ୍ପେନ ପାଇଁ ଆସିଲା ବର୍ଷାଙ୍କ ନାଁରେ ଗୀତ, ଶୁଣନ୍ତୁ
Play icon02:02
Sabyasachi Video: ଭୋଟ ଦେବାକୁ ନିବେଦନ କଲେ ସବ୍ୟସାଚୀ, ଗାଇଲେ କବିତା
Play icon00:54
Odisha Election 2024: ଖୋର୍ଦ୍ଧା ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୋନାଲି ସାହୁଙ୍କ ପଚିଶ ପ୍ରଶ୍ନ
Play icon03:20
Weather Report: କେମିତି ରହିବ ଆସନ୍ତା ୨୪ ଘଣ୍ଟାର ପାଣିପାଗ, ଶୁଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକ
Play icon02:57
Dharmendra Pradhan: ଆରୋପ ପ୍ରତ୍ୟାରୋପ ଓ କୋଳାକୋଳି ବିଷୟରେ କହିଲେ ଧର୍ମେନ୍ଦ୍ର ପ୍ରଧାନ
Play icon02:32
VK Pandian: ପାଣ୍ଡିଆନଙ୍କ ନୂଆ ଅବତାର, ରୟାଲ ଏନଫିଲ୍ଡ ହଣ୍ଟର ସହ ଆସିଲେ ନଜର
Play icon01:00
ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ: ନବୀନ ପଟ୍ଟନାୟକ
Play icon03:00
Ratha Yatra: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଚଳଚଞ୍ଚଳ ହେଲାଣି ରଥଖଳା
Play icon06:46
CEO Odisha: ମେ ୧୩ ରେ ଓଡ଼ିଶାରେ ପଡ଼ିବ ଭୋଟ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍
Play icon12:08
Odisha News: ରାଉରକେଲାରେ VK ପାଣ୍ଡିଆନଙ୍କ ବିଶାଳ ରୋଡ୍ ଶୋ
Play icon04:39
Cracker Blast: ଲେଖନପୁର ଗାଁରେ ବାଣ ତିଆରି ବେଳେ ବିସ୍ପୋରଣ, ଉଡ଼ିଗଲା ଛାତ ଜଣେ ଗୁରୁତର
Play icon00:45
Sidharth Routray: ସାଇକେଲରେ ଆସି ନାମାଙ୍କନ ଦାଖଲ କଲେ ସିଦ୍ଧାର୍ଥ ରାଉତରାୟ
Play icon04:20
Crime News: ପୋଲିସ ନାଁରେ ପ୍ରତାରଣା ଅଭିଯୋଗ,SPଙ୍କ ଦ୍ୱାରସ୍ଥ ହେଲେ ଯୁବତୀ
Play icon04:10
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon04:03