AdityaL1 Budget: ଇସ୍ରୋର ଚନ୍ଦ୍ରୟାନ ୩ର ସଫଳତା ପରେ ଏବେ ଆଉ ପାଦେ ଆଗେଇବାକୁ ଯାଉଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ । ଜହ୍ନ ରାଇଜରେ ପାଦ ଥାପିବା ପରେ ସୂର୍ଯ୍ୟ ଉପରେ ନଜର ରଖିଛି ଇସ୍ରୋ । ସୂର୍ଯ୍ୟ ବିଷୟରେ ଟିକିନିଖି ଖବର ଜାଣିବାକୁ ଆସନ୍ତା ୨ ସେପ୍ଟେମ୍ବର ୨୦୨୩ ରେ ଇସ୍ରୋ ଆରମ୍ଭ କରୁଛି ନିଜର ମିଶନ ସୂର୍ଯ୍ୟ ଯାହାର ନାଁ AdityaL1 ରଖାଯାଇଛି। ଏହା ଭାରତର ପ୍ରଥମ ସୌର ମିଶନ । ୨ ତାରିଖରେ ଭାରତୀୟ ସମୟ ଅନୁସାରେ ୧୧ଟା ବାଜି ୫୦ ମିନିଟ୍ ସମୟରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.