ଇତିହାସ ରଚିଛି ଭାରତ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩। ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହୋଇଛି । ଏହା ୩ଟି ସୋପାନ ସଫଳତାର ସହ ଅତିକ୍ରମ କରି ମହାକାଶରେ ପହଞ୍ଚିଛି । ଏଲଭିଏମ୩-ଏମ୪ ରକେଟ ଜରିଆରେ ଏହା ମହାକାଶରେ ପହଞ୍ଚିଛି । ଆସନ୍ତା ଦେଢ ମାସ ମଧ୍ୟରେ ଏହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ମ୍ୟାନଜିନସ-ୟୁ କ୍ରେଟର ପାଖରେ ଅବତରଣ କରିବ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.