Congress: ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ମଧ୍ୟରେ ଟେକୁଛି ଗୋଷ୍ଠୀ କନ୍ଦଳ । ଚଳିତ ସାଧାରଣ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ୧୨ ଜଣ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ କିଛି କର୍ମୀ ବର୍ତ୍ତମାନ ର କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗଙ୍କୁ ସିଧାସଳଖ ବିରୋଧ କରିଛନ୍ତି l ଆଜି ଖୋଦ ବିଧାୟକଙ୍କ ପ୍ରତିନିଧି ନିର୍ମଳ ପାଲ୍ କହିଛନ୍ତି ଯେ, ବିଧାୟକ ଦାଶରଥି ଗମାଙ୍ଗ ଗତ ୫ ବର୍ଷ ମଧ୍ୟରେ ଜନସାଧାରଣଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ମୋହନା ନିର୍ବାଚନ ମଣ୍ଡଳୀରେ ସେ କୌଣସି ବିକାଶ କରି ନାହାନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.