Viral Video: ଭିଡିଓରେ, ଜଣେ ଝିଅ ଅସରପା ଖାଉଥିବା ଓ ଟମାଟୋ-ଚିଲି ଚଟନି ସହିତ ମଧ୍ୟ ଖାଉଥିବା ଦେଖିବାକୁ ମିଳିଛି । ସାଧାରଣତଃ ଲୋକମାନେ ଟମାଟୋ-ଚିଲି ଚଟନି ସହିତ ମୋମୋ ଖାଉଥିବା ଦେଖାଯାଏ, କିନ୍ତୁ ଏଠାରେ ଝିଅଟି ଅସରଫା ଖାଉଛନ୍ତି । ଭିଡିଓରେ ଆପଣ ଦେଖିପାରିବେ ଯେ ଝିଅଟି ପ୍ରଥମେ ତେଲରେ ଅନେକ ଅସରଫଆ ଫ୍ରାଏ କରନ୍ତି ଓ ପରେ ଏକ ଥାଳିରେ କାଢ଼ି ଦିଅନ୍ତି । ଏହା ପରେ ଦୁଇ-ତିନୋଟି ଅସରପାକୁ ଉଠାଇ ତାକୁ ଲାଲ୍ ଚଟନିରେ ଭଲ ଭାବରେ ବୁଡ଼ାଇ ଖୁସିରେ ଖାଆନ୍ତି । ଏହି ଦୃଶ୍ୟ ଏପରି ଯେ ଏହାକୁ ଦେଖିବା ପରେ ଯେ କେହି ବାନ୍ତି କରିବେ । ଆପଣ ଦେଖନ୍ତୁ ଏହି ଭିଡ଼ିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.