Advertisement
Videos Details/odisha/zeeodisha2125781
Video ThumbnailPlay icon

Sri Mandira: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ,ଲାଗିରହିଛି ଭକ୍ତଙ୍କ ଗହଳି

ଆଜି ପବିତ୍ର ମାଘ ମାସ ପୁର୍ଣିମା ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜଉଧାରଣ ବେଶ । ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଚତୁର୍ଭୁଜରେ ଧାରଣ କରିବେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଏହି ବେଶରେ ମହାପ୍ରଭୁ ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ମାଆଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ | ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମକଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ ଭକ୍ତ ଓ ଦର୍ଶାନାର୍ଥି। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ । ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ଗଜରାଜ କ୍ଷତବୀକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ ।
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon04:03
BJD Election Manifesto 2024: ବିଜେଡିର ଘୋଷଣା କଲା ମନିଫେଷ୍ଟୋ, ପଢ଼ନ୍ତୁ କଣ ସବୁ ଦେଇଛି ପ୍ରତିଶୃତି
Play icon08:38
NEET Exam Cheating: ନିଟ ପରୀକ୍ଷା ରେ ନକଲି ପରୀକ୍ଷାର୍ଥୀ, ୩ ଗିରଫ
Play icon03:10
Odisha News: ଯୌନ ନିର୍ଯାତନା ସହିନପାରି ଆତ୍ମସମର୍ପଣ କଲେ ୯ ମାଓବାଦୀ
Play icon02:10
Lenin Mohanty Target Dharmendra Pradhan: 'ଉଜ୍ବଳା ଉଜ୍ବଳା ହେଉଛନ୍ତି ଉଜ୍ବଳା ଦିଦିଙ୍କୁ ଦେଖି ଲୁଚି ପଳାଉଛନ୍ତି'
Play icon05:44
VK Pandian: ଭିକେ ପାଣ୍ଡିଆନଙ୍କୁ ଏପରି ଢଙ୍ଗରେ କଟାକ୍ଷ କଲେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ
Play icon01:16
Bobby Das Education: କଳା ନା ବିଜ୍ଞାନ କଣ ପଢିଛନ୍ତି ବବିଦାସ, ପ୍ରଶ୍ନ କଲା ବିଜେପି
Play icon03:21
Dharmendra Pradhan: 'ଖୋଲା ବିତର୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ମନ୍ଦିର ଆସନ୍ତୁ'
Play icon03:10
Odisha Election: ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ
Play icon03:16
Puri Ratha Yatra: ପବିତ୍ର ଅକ୍ଷୟ ତୃତୀୟାରେ ହେବ ରଥନିର୍ମାଣ ଅନୁକୂଳ, ପର୍ଯ୍ୟାୟ କ୍ରମେ ପହଞ୍ଚୁଛି କାଠ
Play icon02:19
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:20
Rani Panda: ରାଣୀଙ୍କ ଏହି ସ୍ଲୋ ମୋସନ ଡ୍ୟାନ୍ସ ଦେଖି ଦିୱାନା ହେଲେ ଫ୍ୟାନ୍ସ
Play icon01:04
Ira Mohanty Video:'ତୁ ମୋ ମନର ସରକାର' ଗୀତରେ ଝୁମିଲେ ,ଦେଖନ୍ତୁ ଭିଡିଓ
Play icon00:39
Varsha Priyadarshini: ଘର ଘର ବୁଲି ଭୋଟ୍ ମାଗୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଏହି ଭିିଡିଓ..
Play icon01:27
Odisha Election: ନବରଙ୍ଗପୁରରେ ଗର୍ଜିଲେ ମୋଦି,'ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍'
Play icon03:47
Odisha News: ବବି ଦାସଙ୍କର ସାମାନ୍ୟ ଜ୍ଞାନର ଅଭାବ ଅଛି ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ
Play icon01:53
Viral: ସ୍କୁଲକୁ ବିଳମ୍ବରେ ଆସିଲେ ବୋଲି ହାତାହାତି ପ୍ରିନ୍ସିପାଲ-ଟିଚର, ଭିଡିଓ ଭାଇରାଲ
Play icon01:18
BJP Press Meet: ଆସୁଛନ୍ତି ମୋଦି ଓ ନଡ୍ଡା, ପ୍ରେସମିଟ୍ କରି ଡିଟେଲ୍ସ ଦେଲା ରାଜ୍ୟ ବିଜେପି
Play icon05:01
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:20
Vk Pandian: ଓଡ଼ିଆ ଇନଫ୍ଲୁଏନସରଙ୍କ ସହ କଣ କଥା ହେଲେ ପାଣ୍ଡିଆନ୍, କଣ ଦେଲେ ଟିପ୍ସ ଦେଖନ୍ତୁ
Play icon01:24
Upasana Mohapatra: ଚିଲିକାରେ ବିପଦପୂର୍ଣ୍ଣ ଜଳ ଯାତ୍ରାକୁ ବନ୍ଦ କରିବେ ଉପାସନା ମହାପାତ୍ର
Play icon03:10
Dharmendra Pradhan: 'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବାକୁ ଚାହିଁଥିଲେ ଧର୍ମେନ୍ଦ୍ର ପ୍ରଧାନ'
Play icon08:59
Nizamabad: ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ, ଭିଡିଓ ଭାଇରାଲ
Play icon00:07
Odisha Election 2024: ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବରେ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ
Play icon04:01
Srimandir: ପତିତପାାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon04:20
Mamta Mahua Dance: ପ୍ରଚାର ସମୟରେ ମହୁଆ ମୈତ୍ରାଙ୍କ ସହ ଥେଇ ଥେଇ ନାଚିଲେ ମମତା ଦିଦି, ଭିଡିଓ ଭାଇରାଲ୍
Play icon00:26
Dance Video: ବରକୁ ପିଠିରେ ବସାଇ ଘୋଡା କଲା ଏପରି ନୃତ୍ୟ, ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ! ଭିଡିଓ ଭାଇରାଲ୍
Play icon00:12
Sidhant Mohapatra: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ସିଦ୍ଧାନ୍ତ, ଅଭିନେତାଙ୍କୁ ଦେଖିବାକୁ ପ୍ରବଳ ଭିଡ଼
Play icon01:14
Blast In Plant:KJS, ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଜଣଙ୍କ ମଧ୍ୟରୁ ୪ ଗୁରୁତର
Play icon00:48
Prasanta Jagadev Target VK Pandian: 'ଶେଷରେ ଜଣେ ତାମିଲ ବାଲାକୁ ଦାୟୀତ୍ୱ ଦେଇ ଆମକୁ ତଳେ ବସେଇଲେ'
Play icon03:06