Family dispute: ପାରିବାରିକ କୋଳହ କୁ ନେଇ କରୁଣ ପରିଣତି. ସ୍ତ୍ରୀ ପୁଅ ଛୁରୀ ଭୁସି ବିଭତ୍ସ ଭାବେ ନିଜ ସ୍ୱାମୀ ଙ୍କୁ ହତ୍ୟା କଲେ. ସୂଚନା ଅନୁଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣୀତିଆ ଗ୍ରାମର ସୁରେଶ ମୋହଲା ବେଙ୍ଗଲୁର ରେ କାମ କରୁଥିବା ବେଳେ ସ୍ତ୍ରୀ ସଞ୍ଜୁଲତା ମୋହଲା ଦିଲ୍ଲୀ ରେ କାମ କରନ୍ତି. ଗତ କିଛି ଦିନ ହେବ ଦୁଇ ସ୍ୱାମୀ ସ୍ତ୍ରୀ ଆସି ରହୁଥିବା ବେଳେ ଗତ କାଲି ପାରିବାରିକ କୋଳହ କୁ କେନ୍ଦ୍ରକରି ଉଭୟ ଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଇଥିଲା. ପରେ ଏହି ଝଗଡା ଉଗ୍ର ରୂପ ଧାରଣ କରିବାରୁ ସଞ୍ଜୁଲତା ଓ ପୁଅ ମିଶି ଏକ ଛୁରୀ ରେ ଭୁସି ସୁରେଶ ଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚାର ବିଷୟ ହୋଇଛି.
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.