ବହୁ ଚର୍ଚ୍ଚିତ ବ୍ରହ୍ମପୁର ସହର ର ବଡ଼ବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସାହିର ଦୀନେଶ ଙ୍କ ଘର ଆଗରେ ପ୍ରେମିକା ଦିପିକା ର ଧାରଣା ଘଟଣା । ଦୀର୍ଘ ଦିନ ନିଜ ଶିଶୁକୁ ପରିଚୟ ତଥା ନିଜ ହକ ପାଇବା ପାଇଁ ଦିପିକା ର ଶିଶୁର ଡିଏନଏ ରିପୋର୍ଟ ଆସିବା ପରେ ଡିଏନଏ ରିପୋର୍ଟ ହାତରେ ଧରି ପୁଣି ଧାରଣା କୁ ଉଲ୍ଲାଇଛନ୍ତି ଦୀପିକା । ଦିନେଶ ହିଁ ପ୍ରକୃତ ବାପା ବୋଲି ପ୍ରମାଣ ଏବେ ମିଳିପାରିଛି,ପାରିବାରିକ ଚାପରୁ ଦିନେଶ ଏବେ ଆପଣେଇବାକୁ ବାଧ୍ୟ ବୋଲି କହିଛନ୍ତି ଦିପିକା ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.