Cyclone Update: ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ମିଗଜୋମ। ଏହାର ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପଶ୍ଚିମ ଭାଗରେ ଦେଖିବାକୁ ମିଳିଛି। ମିଗଜୋମର ପ୍ରଭାବ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ତାମିଲନାଡୁ(Tamilnadu) ରାଜଧାନୀ ଚେନ୍ନାଇ ଓ ଏହାର ଆଖପାଖ ଜିଲ୍ଲାରେ ଆଜିଠାରୁ ବର୍ଷା ଆରମ୍ଭ ହେବାରେ ଲାଗିଛି। ବାତ୍ୟାର ପ୍ରଭାବକୁ ନଜରରେ ରଖି ପୁଡୁଚେରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଆଇପିସି ଧାରା ୧୪୪ ଲାଗୁ କରାଯାଇଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.