Advertisement
Videos Details/odisha/zeeodisha2053221
Video ThumbnailPlay icon

CS Review: ପୁରୀରେ ମୁଖ୍ୟ ଶାସନ ସଚିବ, କଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପୂର୍ବରୁ କାହାରି ଆଖିରେ ନିଦ ନାହିଁ। ଚାଲିଛି ସମୀକ୍ଷା ପରେ ସମିକ୍ଷା। ଲୋକାର୍ପଣ ଉତ୍ସବକୁ ଆଉ ମାତ୍ର ଛଅଦିନ ଥିବାରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆଉ 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ କରୁଛନ୍ତି ଘନଘନ ଗସ୍ତ। କାର୍ଯ୍ଯର କରୁଛନ୍ତି ଟିକନିକ୍ ଅନୁଧ୍ୟାନ। ସେପଟେ ଗତକାଲି ରାତିରେ ବି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୁରୀରେ ପହଞ୍ଚି କାର୍ଯ୍ଯର ତଦାରଖ କରିଛନ୍ତି। ୧୨ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ୧୪ତାରିଖରେ ସୁରକ୍ଷା ଦୃଷ୍ଟିରୁ ପୁଲିସକୁ ହସ୍ତାନ୍ତର ହେବ ପରିକ୍ରମା ପ୍ରକଳ୍ପ।
Chennai Airport: ଚେନ୍ନାଇ ବିମାନବନ୍ଦରରେ ହଠାତ୍ ବିମାନରେ ଲାଗିଲା ନିଆଁ, ଧୂଆଁ ବାହାରିବା ପରେ ଖେଳିଗଲା ଆତଙ୍କ
Play icon02:01
Video: କାଉଣ୍ଟରରେ ମଦ ମାଗିଲେ, ତାପରେ ଦୋକାନୀଙ୍କୁ ଭୁଜାଲି ଦେଖାଇ ଲୁଟିଲେ
Play icon00:52
Grandfather Dance Video: ନିଜ ନାତିଙ୍କ ଆଗରେ ଏପରି ନାଚିଲେ ଜେଜେ, ଆପଣଙ୍କ ହୃଦୟକୁ ଜିତିନେବ ଏହି ଭିଡିଓ
Play icon00:34
Video: ଯାତ୍ରା ରଙ୍ଗମହଲ ମଞ୍ଚରେ ଚାଲିଛି ଏମିତି କିଛି, ଦେଖନ୍ତୁ ଦୃଶ୍ୟ
Play icon02:04
Weather Report: ଆସୁଛି ବଡ଼ ବର୍ଷା। ପୁଣି ଭିଜିବ ଓଡି଼ଶା, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ
Play icon02:38
Viral Video: ଅନାଥ ଆଶ୍ରମରେ କୁନି ଝିଅ ଗାଇଲା ମାଧବ ହେ ମାଧବ, ଆପଣଙ୍କ ହୃଦୟ ଜିତିନେବ ଏହି ଭିଡିଓ...
Play icon02:48
Video: ଡଙ୍ଗା ଭିତରେ କ'ଣ କରୁଛନ୍ତି ଅଭିନେତ୍ରୀ ରିୟା ? ଦେଖନ୍ତୁ...
Play icon01:30
Papu Pompom Viral Video: ପ୍ରେମରେ ଧୋକା ପାଇଲେ ପପୁ ପମପମ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...
Play icon00:42
ଭାଉଜଙ୍କ ପରେ ଭାଇରାଲ ହେଲା ସାହୁ ବାବୁଙ୍କ ଭିଡିଓ... ଏହି ଯୁବତୀଙ୍କ ସହିତ ଆସିଲେ ନଜର
Play icon00:27
 Viral Video: ୟୁଟ୍ୟୁବର୍ ଟୁକୁନା ଷ୍ଟାଇଲିସଙ୍କ ସହ ନଜର ଆସୁଥିବା ମହିଳା ଜଣକ କିଏ? ଭାଇରାଲ୍ ହେଉଛି ଏହି ଭିଡିଓ, ଦେଖନ୍ତୁ
Play icon00:40
Viral Video: ଜୋରଦାର ଭାଇରାଲ ହେଉଛି କୁକୁର-ସାପ ଲଢେଇର ଭିଡିଓ, ଦେଖନ୍ତୁ ଭିଡିଓ
Play icon00:25
Aiswarya Behera Viral Video: ବ୍ୟାକ୍ ଷ୍ଟେଜ୍ ରେ କ'ଣ କରୁଛନ୍ତି ଅଭିନେତ୍ରୀ ଐଶ୍ବର୍ଯ୍ୟା? ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଚକିତ
Play icon00:38
Dezy Viral Video: ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ୟୁଟ୍ୟୁବର୍ କାଳିଆ ଷଣ୍ତଙ୍କ ସ୍ତ୍ରୀ ଡେଜିଙ୍କର ଏହି ଭିଡିଓ, ଦେଖନ୍ତୁ
Play icon00:34
Gujarat Accident News: ଗୁଜୁରାଟ ଛାତିଥରା ସଡ଼କ ଦୁର୍ଘଟଣାର ଭିଡିଓ ହେଉଛି ଭାଇରାଲ
Play icon00:29
Sahoo Bhauja Video Viral: ଏଥର ଯାତ୍ରା ମଞ୍ଚ ନୁହେଁ, ନଦୀ କୁଳରୁ ଭାଇରାଲ ହେଲା ସାହୁ ଭାଉଜଙ୍କ ଭିଡିଓ
Play icon00:20
ଲୁଚିକି ବାହା ହୋଇଗଲେ କି ଯାତ୍ରା ଅଭିନେତ୍ରୀ ସ୍ମରଣିକା ? ଭାଇରାଲ୍ ହେଉଛି ବିବାହ ସମୟର ଏହି ଭିଡିଓ, ଦେଖନ୍ତୁ
Play icon01:00
ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
 Mangal Alati: କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଆଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଦିନଚର୍ଯ୍ୟା
Play icon00:48
Video: ରାସ୍ତାରେ କାହିଁକି ମଦ ପିଇଲେ ଏହି ଲୋକପ୍ରିୟ ଯାତ୍ରା ଅଭିନେତା, ଜାଣନ୍ତୁ କାରଣ
Play icon00:31
Major Fiancee Video: ଭାଇରାଲ ହେଲା ମେଜରଙ୍କ ବାନ୍ଧବୀଙ୍କ ଆଉ ଏକ ଭିଡିଓ...
Play icon01:00
Video: ବାରିପଦା ମଟନ୍ ମୁଢି ଖାଇ ଏମିତି କହିଲେ କଣ୍ଠଶିଳ୍ପୀ ଅନ୍ତରା
Play icon01:26
 Odisha Weather Today: ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୮ ଜିଲ୍ଲାରେ ପ୍ରବଳ ବର୍ଷା
Play icon02:39
ବରଫ ପାହାଡ଼ରେ ନିଆଁ ଲଗାଇଲେ ଅନୁଗୁଳିଆ ବଣ୍ଟି, ଭାଇରାଲ ହେଲା ଭିଡିଓ...
Play icon00:31
Raju Das Video: କମେଡି ପରେ ଆଲବମ ରେ ନଜର ଆସିବେ ସାହୁବାବୁ, ପତ୍ନୀ ବି ଦେଉଛନ୍ତି ସାଥ୍
Play icon00:52
Sahoo Babu Bhauja Video: ଏହି କମେଡିଆନଙ୍କ ସହ ସାହୁ ବାବୁ ଭାଉଜଙ୍କ ଭିଡିଓ ହେଲା ଭାଇରାଲ
Play icon00:23
ସାହୁ ବାବୁଙ୍କ ସହ ଏମିତି ଗେଲ ହେଉଥିଲେ ଭାଉଜ, ତାପରେ କ'ଣ ହେଇଥିଲା ଦେଖନ୍ତୁ
Play icon00:28
Nisha Maharana Video: ରାସ୍ତାକଡ଼ରେ ଶୋଇଛନ୍ତି ନିଶା ମହାରଣା, ଭିଡିଓ ହେଲା ଭାଇରାଲ
Play icon01:06
Video: ସାହୁ ବାବୁଙ୍କ ସହ ଭାଉଜଙ୍କ ପୁରୁଣା ଭିଡିଓ ହେଲା ଭାଇରାଲ୍
Play icon00:30
Angel Shree New Video: କ୍ଷମା ମାଗିବା ପରେ ପୁଣି ଯାତ୍ରା ଷ୍ଟେଜରେ କମାଲ କଲେ ସାହୁ ଭାଉଜ
Play icon01:38
Asima Panda Viral Video: 'ହସ ମୋ ରକ୍ତ ଜବା' ଗୀତରେ ଫ୍ୟାନ୍ସଙ୍କୁ ଘାଇଲା କଲେ କଣ୍ଠଶିଳ୍ପୀ ଅସୀମା ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon00:46